ତାରିଣୀ ସର୍ଦ୍ଦାର
Appearance
ତାରିଣୀ ସର୍ଦ୍ଦାର | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ନାୟକ |
ପର ଅଧିକାରୀ | ଭୀମସେନ ମଣ୍ଡଳ |
ନିର୍ବାଚନ ମଣ୍ଡଳୀ | ମୋହନା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଜୁଲାଇ ୧୯୨୦ |
ମୃତ୍ୟୁ | ୨୧ ଫେବୃଆରୀ ୨୦୦୩ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | କନ୍ଧା ରଣବଜା ସର୍ଦ୍ଦାର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତାରିଣୀ ସର୍ଦ୍ଦାର (୧୫ ଜୁଲାଇ ୧୯୨୦ - ୨୧ ଫେବୃଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତାରିଣୀ ସର୍ଦ୍ଦାର ୧୯୨୦ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କନ୍ଧା ରଣବଜା ସର୍ଦ୍ଦାର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତାରିଣୀ ସର୍ଦ୍ଦାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ତାରିଣୀ ସର୍ଦ୍ଦାର ୨୦୦୩ ମସିହାର ଫେବୃଆରୀ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Tareni Sardar". odishaassembly.nic.in. Odisha Assembly. Retrieved 10 July 2022.