ମୋକ୍ସିପ୍ରିଲ
Clinical data | |
---|---|
Trade names | Univasc |
AHFS/Drugs.com | monograph |
MedlinePlus | a695018 |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 13-22% |
Protein binding | 90% |
Metabolism | Liver (active metabolite, moexiprilat) |
Onset of action | With an hour[୧] |
Elimination half-life | 1 hour; 2-9 hours (active metabolite) |
Duration of action | About a day[୧] |
Excretion | 50% (faeces), 13% (urine) |
Identifiers | |
| |
Chemical and physical data | |
Formula | C27H34N2O7 |
Molar mass | ୪୯୮.୫୮ g·mol−1 |
(verify) |
ମୋକ୍ସିପ୍ରିଲ (ଇଂରାଜୀ ଭାଷାରେ Moexipril), ଅନ୍ୟମାନଙ୍କ ମଧ୍ୟରେ ୟୁନିଭାସ୍କ ଏହାର ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ସମ୍ବନ୍ଦୀୟ ବୃକ୍କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହାକୁ ଏକାକୀ କିମ୍ବା ଅନ୍ୟ ଔଷଧ ସହିତ ଦିଆଯାଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହିଥାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ମୁଣ୍ଡ ବୁଲାଇବା, ଥକାପଣ, ରାସ ଏବଂ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡେମା, ଉଚ୍ଚ ପୋଟାସିୟମ୍ ସ୍ତର, ନିମ୍ନ ରକ୍ତଚାପ ଏବଂ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।| [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଆଞ୍ଜିଓଟେନସିନ୍ ରୂପାନ୍ତରକାରୀ ଏନଜାଇମ୍ ଇନହିବିଟର (ACE inhibitor) ।[୧]
୧୯୮୦ ମସିହାରେ ମୋକ୍ସିପ୍ରିଲ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୯୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ପ୍ରତିଦିନ ୩ ମିଗ୍ରା ଭାବରେ ୧୫ ମାସର ଖର୍ଚ୍ଚ ପ୍ରାୟ ୩୩ ଡଲାର ହୁଏ ।[୩] କଳା ଲୋକଙ୍କଠାରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Moexipril Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 18 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 468. ISBN 9783527607495. Archived from the original on 2020-10-18. Retrieved 2021-07-05.
- ↑ ୩.୦ ୩.୧ "Moexipril Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 18 November 2021.