Jump to content

ମୋକ୍ସିପ୍ରିଲ

ଉଇକିପିଡ଼ିଆ‌ରୁ
ମୋକ୍ସିପ୍ରିଲ
Clinical data
Trade namesUnivasc
AHFS/Drugs.commonograph
MedlinePlusa695018
Pregnancy
category
  • US: D (Evidence of risk)
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability13-22%
Protein binding90%
MetabolismLiver (active metabolite, moexiprilat)
Onset of actionWith an hour[]
Elimination half-life1 hour; 2-9 hours (active metabolite)
Duration of actionAbout a day[]
Excretion50% (faeces), 13% (urine)
Identifiers
  • (3S)-2-[(2S)-2-[[(2S)-1-ethoxy-1-oxo-4-phenylbutan-2-yl]amino]propanoyl]-6,7-dimethoxy-3,4-dihydro-1H-isoquinoline-3-carboxylic acid
Chemical and physical data
FormulaC27H34N2O7
Molar mass୪୯୮.୫୮ g·mol−1
  (verify)

ମୋକ୍ସିପ୍ରିଲ (ଇଂରାଜୀ ଭାଷାରେ Moexipril), ଅନ୍ୟମାନଙ୍କ ମଧ୍ୟରେ ୟୁନିଭାସ୍କ ଏହାର ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଏବଂ ମଧୁମେହ ସମ୍ବନ୍ଦୀୟ ବୃକ୍‌କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହାକୁ ଏକାକୀ କିମ୍ବା ଅନ୍ୟ ଔଷଧ ସହିତ ଦିଆଯାଇପାରେ ।[] ଏହା ପାଟିରେ ଦିଆଯାଏ ।[] ଔଷଧର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହିଥାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ମୁଣ୍ଡ ବୁଲାଇବା, ଥକାପଣ, ରାସ ଏବଂ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡେମା, ଉଚ୍ଚ ପୋଟାସିୟମ୍ ସ୍ତର, ନିମ୍ନ ରକ୍ତଚାପ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।| [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆଞ୍ଜିଓଟେନସିନ୍ ରୂପାନ୍ତରକାରୀ ଏନଜାଇମ୍ ଇନହିବିଟର (ACE inhibitor) ।[]

୧୯୮୦ ମସିହାରେ ମୋକ୍ସିପ୍ରିଲ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୯୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ପ୍ରତିଦିନ ୩ ମିଗ୍ରା ଭାବରେ ୧୫ ମାସର ଖର୍ଚ୍ଚ ପ୍ରାୟ ୩୩ ଡଲାର ହୁଏ ।[] କଳା ଲୋକଙ୍କଠାରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Moexipril Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 18 November 2021.
  2. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 468. ISBN 9783527607495. Archived from the original on 2020-10-18. Retrieved 2021-07-05.
  3. ୩.୦ ୩.୧ "Moexipril Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 18 November 2021.