ଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଝରିଗାଁ | |
---|---|
Constituency No. 74 for the ଓଡ଼ିଶା ବିଧାନ ସଭା | |
ନିର୍ବାଚନ ମଣ୍ଡଳୀ ବିବରଣି | |
ଦେଶ | ଭାରତ |
ଅଞ୍ଚଳ | ପୂର୍ବ ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନବରଙ୍ଗପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
ସ୍ଥାପିତ | ୨୦୦୯ |
ମୋଟ ଭୋଟର | ୧,୯୨,୨୦୫[୧][a] |
ସଂରକ୍ଷଣ | ଅନୁସୂଚିତ ଜନଜାତି |
ବିଧାନ ସଭା ସଭ୍ୟ | |
୧୭ଶ ଓଡ଼ିଶା ବିଧାନ ସଭା | |
ପଦସ୍ଥ | |
ଦଳ | ଭାରତୀୟ ଜନତା ପାର୍ଟି |
ନିର୍ବାଚିତ | ୨୦୨୪ |
ଝରିଗାଁ (କ୍ରମିକ ସଂଖ୍ୟା: ୭୪) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୨]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଝରିଗାଁ ବ୍ଳକ, ଚନ୍ଦାହାଣ୍ଡି ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୩][୪]
ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନରସିଂହ ଭତ୍ରା ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କଠାରୁ ୩,୨୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]
୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କଠାରୁ ୧୧୧୯୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୬]
୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝିଙ୍କଠାରୁ ୨୨,୨୭୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୨୪ ପର୍ଯ୍ୟନ୍ତ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:
- ୨୦୨୪: ନରସିଂହ ଭତ୍ରା ଭାରତୀୟ ଜନତା ପାର୍ଟି
- ୨୦୧୯: ପ୍ରକାଶ ଚନ୍ଦ୍ର ମାଝି (ବିଜୁ ଜନତା ଦଳ)
- ୨୦୧୪: ରମେଶ ଚନ୍ଦ୍ର ମାଝି (ବିଜଦ)
- ୨୦୦୯: (୭୪): ରମେଶ ଚନ୍ଦ୍ର ମାଝି (ବିଜଦ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଝରିଗାଁ [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରମେଶ ଚନ୍ଦ୍ର ମାଝି | ୫୪,୭୬୭ | ୪୫.୭୨ | - | |
କଂଗ୍ରେସ | ଜଳନ୍ଧର ମାଝି | ୩୨,୪୯୧ | ୨୭.୧୨ | - | |
ଭାଜପା | ସୋନ ମାଝି | ୧୩,୨୨୬ | ୧୧.୦୪ | - | |
ସ୍ୱାଧୀନ | ଗୋପାଳ ପୂଜାରୀ | ୬,୩୯୩ | ୫.୩୪ | - | |
ବସପା | କଦମ୍ବ ପୂଜାରୀ | ୫,୫୩୫ | ୪.୬୨ | - | |
ସମୃଦ୍ଧ ଓଡ଼ିଶା | ଲକ୍ଷ୍ମୀ ସନ୍ତ | ୪,୦୯୮ | ୩.୪୨ | - | |
କଳିଙ୍ଗ ସେନା | ହୀରାସିଂହ ମାଝି | ୩,୨୮୧ | ୨.୭୪ | - | |
ଭୋଟ ବ୍ୟବଧାନ | ୨୨,୨୭୬ | ୧୮.୬୦* | - | ||
ମତଦାନ ହାର | ୧,୧୯,୭୯୧ | ୬୯.୪୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ସୂଚନା
[ସମ୍ପାଦନା]- ↑ as on 1 January 2014
ଆଧାର
[ସମ୍ପାଦନା]- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "Jharigam Assembly Election 2009, Orissa". empoweringindia.org. Retrieved 16 June 2013.
Constituency: Jharigam (74) District : Nabarangpur
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Constituency 74 - Jharigam (Odisha)". Election Commission of India. Retrieved 28 June 2024.
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
22276
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf