ହରିବଂଶ ରାୟ ବଚ୍ଚନ
ଦେଖଣା
(Harivansh Rai Bachchanରୁ ଲେଉଟି ଆସିଛି)
ହରିବଂଶ ରାୟ ବଚ୍ଚନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ହରିବଂଶ ରାୟ ବଚ୍ଚନ ଶ୍ରୀବାସ୍ତବ ୨୭ ନଭେମ୍ବର ୧୯୦୭ ଆଲାହାବାଦ,ଉତ୍ତର ପ୍ରଦେଶ |
ମୃତ୍ୟୁ | ୧୮ ଜାନୁଆରୀ ୨୦୦୩ ମୁମ୍ବାଇ, ଭାରତ | (ବୟସ ୯୫)
ବୃତ୍ତି | ଲେଖକ, ସାହିତ୍ୟିକ |
ଶିକ୍ଷାନୁଷ୍ଠାନ | St Catharine's College, Cambridge |
ଜୀବନସାଥୀ | Shyama (1926–1936) Teji Bachchan (1941–2007) |
ସନ୍ତାନ | ଅମିତାଭ ବଚ୍ଚନ, ଅଜିତାଭ ବଚ୍ଚନ |
ଦସ୍ତଖତ |
ହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭-୧୮ ଜାନୁଆରୀ ୨୦୦୩) ଜଣେ ଜଣାଶୁଣା ଭାରତୀୟ କବି ଥିଲେ । ତାହାଙ୍କ ରଚନାବଳୀ ୨୦ଶ ଶତକର ଆରମ୍ଭରେ ଭାରତୀୟ ହିନ୍ଦୀ କବିତାର ଛାୟାବାଦ କାଳର । ସେ କବି ସମ୍ମିଳନୀରେ ଜଣେ ଜଣାଶୁଣା କବି ମଧ୍ୟ ଥିଲେ । ସେ ମଧୁଶାଳା କବିତାଗ୍ରନ୍ଥ ନିମନ୍ତେ ଜଣାଶୁଣା ।[୧] ସେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ପିତା ଅଟନ୍ତି ।
ପ୍ରାଥମିକ ଜୀବନ
[ସମ୍ପାଦନା]ପରିବାର
[ସମ୍ପାଦନା]ସାହିତ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Harivanshrai Bachchan, 1907-2003 Archived 2010-08-22 at the Wayback Machine. Obituary, Frontline, (The Hindu), February 01 - 14, 2003.
- मधुशाला का मूल पाठ (विकीस्रोत पर)
- हरिवंश राय बच्चन (हिन्दी विकीपीडिया पर)
- मधुशाला (हिन्दी विकीपीडिया पर)
- हरिवंश राय बच्चन (विकीस्रोत पर)
- [୧] Archived 2020-05-10 at the Wayback Machine.(A Collection)