ଗାଜର ହାଲୁଆ
ଗାଜର ହାଲୁୱା | |
| ଆରମ୍ଭ | |
|---|---|
| ଅଲଗା ନାଆଁ | ଗାଜର ହାଲୁବା |
| ମୂଳ ଜାଗା | |
| ଅଞ୍ଚଳ | ଉତ୍ତର ଭାରତ |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଗାଜର, ଚିନି, କ୍ଷୀର |

ଗାଜର ହାଲୁୱା ଏକ ଖାଦ୍ୟ ଯାହା ଗାଜର, ଚିନି, ରାବିଡ଼ି ଓ କ୍ଷୀରରୁ ତିଆରି କରାଯାଇଥାଏ । ଏହା ଉତ୍ତର ଭାରତରେ ପ୍ରତ୍ୟେକ ଘରେ ଶୀତଦିନ ମାନଙ୍କରେ ତିଆରି କରାଯାଇଥାଏ କାରଣ ଶୀତଦିନରେ ଗାଜର ବହୁତ ପରିମାଣରେ ମିଳିଥାଏ
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ଗାଜରକୁ କୋରା (ଟିକିଟିକି କରି ଘସା ଯାଇଥାଏ) ଯାଏ ଯାହାକୁ କଦୁକସ କରିବା କୁହାଯାଏ । ତାପରେ ତାକୁ ଗରମ କରାଯାଇଥାଏ । କ୍ଷୀରକୁ ଗରମ କରାଯାଏ । ଗାଜରକୁ ଗରମ ହୋଇ ନରମ ହୋଇଯାଏ ଏବଂ ସେଥିରୁ ସବୁ ପାଣି ଶୁଖିଯିବା ପରେ ସେଥିରେ କ୍ଷୀର ମିଶାଯାଇ ତାକୁ ଗରମ କରି କ୍ଷୀରକୁ ଶୁଖାଇଦିଆ ଯାଏ । ତାହା ପୁରା ସିଝି ଯିବାପରେ ସେଥିରେ ବାଦାମ, କାଜୁକୁ ଭାଙ୍ଗି ମିଶାଇ ଦିଆଯାଏ ତାପରେ ଶେଷରେ ସେଥିରେ ରାବିଡ଼ି ମିଶାଇ ଗରମ ଗରମ ଖିଆଯାଏ ।
ପ୍ରକାର
[ସମ୍ପାଦନା]ହାଲୁୱାର ବହୁତ ପ୍ରକାର ମିଳିଥାଏ । ସୂଜି ହାଲୁୱା, ଅଟା ହାଲୁୱା ଏବଂ ଚୋପା ଛଡ଼ା ମୁଗଜାଇ ହାଲୱା ଇତ୍ୟାଦି ।
ଅଟା ହାଲୁୱା
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]- Gajar halwa
- Gajar Ka Halwa
- Gajar-halwa
- Gajar ka halwa
- Gajar. ka. halwa
- Gajar-Ka-Halwa
- Gajar Halwa (Carrot fudge)
- Halwa gajar ka
- Gajar (carrot) halwa
- Gajar-ka-halwa-Indian-dessert
- Gajjar ka halwa (carrot halwa)
- Carrot Halwa 03062015
- Gajorer Halwa
- Carrot halwa with vanilla ice cream
- Carrot sweet dish
- Gajarhalwa
ଆଧାର
[ସମ୍ପାଦନା]http://www.vegrecipesofindia.com/gajar-halwa-recipe-gajar-ka-halwa/
http://www.tarladalal.com/Gajar-ka-Halwa-(-Quick-Gajar-Halwa-Recipe-)-2026r Archived 2016-08-12 at the Wayback Machine.
http://www.ticklingpalates.com/carrot-halwa-gajar-halwa-recipe-punjabi-gajar-ka-halwa/ Archived 2016-08-22 at the Wayback Machine.