ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ
| Combination of | |
|---|---|
| Dextromethorphan | Sigma-1 receptor agonist, NMDA receptor antagonist |
| Quinidine | Antiarrhythmic agent (CYP2D6 inhibitor) |
| Clinical data | |
| Trade names | Nuedexta |
| Synonyms | AVP-786, AVP-923 |
| AHFS/Drugs.com | monograph |
| MedlinePlus | a611048 |
| data | |
| Pregnancy category | |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Bioavailability | Dextromethorphan 11%, quinidine 70-80%. Food has no effect on absorption. |
| Metabolism | Liver, extensive. Dextromethorphan is catalyzed by CYP2D6. Quinidine is metabolized by CYP3A4 and competitively inhibits the metabolism of dextromethorphan to increase and prolong plasma concentrations of dextromethorphan |
| Elimination half-life | Dextromethorphan 13h, quinidine 7h |
| Excretion | Quinidine 5-20% |
ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ (ଇଂରାଜୀ ଭାଷାରେ Dextromethorphan/quinidine), ନୁଏଡେକ୍ସଟା (Nuedexta) ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ସୁଡୋବଲ୍ବାର ପ୍ରଭାବର (PBA) ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ ।[୨] ଏଥିରେ ପିବିଏ ଅନ୍ତର୍ଭୂକ୍ତ ହୋଇଛି ଯାହା ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (ALS), ମଲ୍ଟିପ୍ଲ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଡିମେନ୍ସିଆରେ ସୁଡୋବଲ୍ବାର ପ୍ରଭାବ (PBA) ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବୁଲାଇବା, କାଶ, ବାନ୍ତି, ପ୍ରାନ୍ତୀୟ ଫୁଲା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[୨] ଏଥିରେ ଡେକ୍ସଟ୍ରୋମେଥୋରଫାନ ଯାହା ଏକ ଏନଏମଡିଏ (NMDA) ରିସେପ୍ଟର ଆଣ୍ଟାନିଷ୍ଟ ଏବଂ କ୍ୱିନିଡାଇନ୍ ଯାହା ଏକ ସିୱାଇପି୨ଡି୬ (CYP2D6) ପ୍ରତିବନ୍ଧକ ଅଛି ।[୨] ଡେକ୍ସଟ୍ରୋମେଥୋରଫାନର କାର୍ଯ୍ୟକଳାପ ବୃଦ୍ଧି ପାଇଁ କ୍ୱିନିଡାଇନ୍ ବ୍ୟବହୃତ ହୁଏ ।[୩]
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୨] ଏହା ୨୦୧୩ରେ ୟୁରୋପରେ ଅନୁମୋଦିତ ହୋଇଥିଲା କିନ୍ତୁ ଏହି ଅନୁମୋଦନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରାଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୩୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ "Dextromethorphan / quinidine (Nuedexta) Use During Pregnancy". Drugs.com. 21 August 2019. Archived from the original on 20 January 2021. Retrieved 13 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Nuedexta- dextromethorphan hydrobromide and quinidine sulfate capsule, gelatin coated". DailyMed. 23 June 2019. Archived from the original on 20 October 2020. Retrieved 23 October 2020.
- ↑ ୩.୦ ୩.୧ "Dextromethorphan and quiNIDine Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 23 December 2021.
- ↑ "Nuedexta". Archived from the original on 28 August 2021. Retrieved 23 December 2021.
- ↑ "Nuedexta Prices, Coupons & Savings Tips - GoodRx". GoodRx. Archived from the original on 17 May 2020. Retrieved 23 December 2021.