ଡେକ୍ସଟ୍ରୋମେଥୋରଫାନ

ଉଇକିପିଡ଼ିଆ‌ରୁ
Dextromethorphan
Clinical data
Trade names Robitussin, Delsym, DM, DexAlone, Duract, others
AHFS/Drugs.com Monograph
MedlinePlus a682492
Pregnancy

category
  • AU: A
Routes of<br><br>administration By mouth
Legal status
Legal status
  • AU: S2 (Pharmacy medicine)
  • CA: OTC
  • UK: P (Pharmacy medicines)
  • US: OTC
Pharmacokinetic data
Bioavailability 11%
Metabolism Liver enzymes: major CYP2D6, minor CYP3A4, and minor CYP3A5
Elimination <span class="nowrap">half-life</span> 2–4 hours (extensive metabolizers); 24 hours (poor metabolizers)
Excretion Kidney
Identifiers
IUPAC name
  • (4bS,8aR,9S)-3-Methoxy-11-methyl-6,7,8,8a,9,10-hexahydro-5H-9,4b-(epiminoethano)phenanthrene
Chemical and physical data
Formula C18H25NO
Molar mass 271.404 g·mol−1
3D model (JSmol)
Melting point 111 °C (232 °F)
SMILES
  • CN1CC[C@@]23CCCC[C@@H]2[C@@H]1Cc4c3cc(cc4)OC
InChI
  • InChI=1S/C18H25NO/c1-19-10-9-18-8-4-3-5-15(18)17(19)11-13-6-7-14(20-2)12-16(13)18/h6-7,12,15,17H,3-5,8-11H2,1-2H3/t15-,17+,18+/m1/s1 checkY
  • Key:MKXZASYAUGDDCJ-NJAFHUGGSA-N checkY
 ☒NcheckY (what is this?)  (verify)

ଡେକ୍ସଟ୍ରୋମେଥୋରଫାନ ହେଉଛି ଏକ କାଶ ଔଷଧ ଯାହା ଦୋକାନରେ ବିନା ପ୍ରେସକ୍ରିପସନରେ ମିଳେ । [୧] କାଶ ଔଷଧରେ ଏହା ସ‌ହିତ ପାରାସେଟାମୋଲ (ଏସେଟାମିନୋଫାଇନ୍), କ୍ଲୋରଫେନିରାମାଇନ୍, ସୁଡୋଏଫେଡ୍ରିନ କିମ୍ବା ଗୁଏଫେନେସିନ୍ ସହିତ ମିଶ୍ରଣ କରାଯାଇପାରେ ।[୧] ଛଅରୁ ବାର ବର୍ଷରୁ କମ୍ ବୟସର ପିଲାମାନଙ୍କର କିଛି କ୍ଷତିର ପ୍ରମାଣ ସହିତ ଲାଭର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ; ତେଣୁ ଏହିପରି ବ୍ୟବହାର ସୁପାରିଶ କରାଯାଏ ନାହିଁ । [୧] [୨] ଏହା ପାଟିରେ ଦିଆଯାଏ | [୧]

ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ନିଦ୍ରାଳୁ, ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ନିରାପତ୍ତା ଅଧ୍ୟୟନ କରାଯାଇ ନ ଥିବା ବେଳେ ଏହିପରି ବ୍ୟବହାର ଠିକ ବୋଲି ବିଶ୍ୱାସ କରାଯାଏ। [୩] [୪] ଏହା ମର୍ଫିନାନ ଶ୍ରେଣୀର ଏକ ଔଷଧ ଏବଂ କାଶକୁ ଦମନ କରିବା ପାଇଁ ମସ୍ତିଷ୍କ ଉପରେ କାର୍ଯ୍ୟ କରିଥାଏ ।[୧] [୨]

ଡେକ୍ସଟ୍ରୋମେଥୋରଫାନ୍ ୧୯୪୯ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୫୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଡେକ୍ସଟ୍ରୋମେଥୋରଫାନ ମଧ୍ୟ ଆମୋଦ ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ମାତ୍ରାରେ ଡେକ୍ସଟ୍ରୋମେଥୋରଫାନ ଏକ ବିଚ୍ଛିନ୍ନ ହାଲୁସିନୋଜେନ ଭାବରେ କାର୍ଯ୍ୟ କରିଥାଏ ଏବଂ ଏହା ଫଳରେ ବାତ ମାରିପାରେ ।[୬] ଡେକ୍ସଟ୍ରୋମେଥୋରଫାନ୍ ପାଇଁ ଅନ୍ୟାନ୍ୟ ଅନେକ ବ୍ୟବହାର ଅଧ୍ୟୟନ କରାଯାଉଛି | [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Dextromethorphan Hydrobromide Monograph for Professionals". Drugs.com (in ଇଂରାଜୀ). Archived from the original on 6 November 2020. Retrieved 5 October 2020.
  2. ୨.୦ ୨.୧ BNF 79. London: Pharmaceutical Press. March 2020. p. 305. ISBN 978-0857113658.
  3. "Dextromethorphan Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 5 October 2020.
  4. "Dextromethorphan". Drugs and Lactation Database (LactMed). 2006. PMID 30000516. Archived from the original on 2021-08-27. Retrieved 2020-10-05.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 527. ISBN 9783527607495. Archived from the original on 2021-08-29. Retrieved 2020-09-06.
  6. Abuse, National Institute on Drug (NaN). "What Are the Effects of Common Dissociative Drugs on the Brain and Body?". National Institute on Drug Abuse (in ଇଂରାଜୀ). Archived from the original on 10 October 2020. Retrieved 5 October 2020. {{cite web}}: Check date values in: |date= (help)
  7. Oh, SR; Agrawal, S; Sabir, S; Taylor, A (January 2020). "Dextromethorphan". PMID 30855804. {{cite journal}}: Cite journal requires |journal= (help)