Jump to content

ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ

ଉଇକିପିଡ଼ିଆ‌ରୁ
ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ
Combination of
DextromethorphanSigma-1 receptor agonist, NMDA receptor antagonist
QuinidineAntiarrhythmic agent (CYP2D6 inhibitor)
Clinical data
Trade namesNuedexta
SynonymsAVP-786, AVP-923
AHFS/Drugs.commonograph
MedlinePlusa611048
data
Pregnancy
category
  • US: C (Risk not ruled out) []
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityDextromethorphan 11%, quinidine 70-80%. Food has no effect on absorption.
    MetabolismLiver, extensive. Dextromethorphan is catalyzed by CYP2D6. Quinidine is metabolized by CYP3A4 and competitively inhibits the metabolism of dextromethorphan to increase and prolong plasma concentrations of dextromethorphan
    Elimination half-lifeDextromethorphan 13h, quinidine 7h
    ExcretionQuinidine 5-20%

    ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ (ଇଂରାଜୀ ଭାଷାରେ Dextromethorphan/quinidine), ନୁଏଡେକ୍ସଟା (Nuedexta) ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ସୁଡୋବଲ୍ବାର ପ୍ରଭାବର (PBA) ଚିକିତ୍ସା ପାଇଁ ବ୍ୟବ‌ହୃତ ଏକ ମିଶ୍ରିତ ଔଷଧ ।[] ଏଥିରେ ପିବିଏ ଅନ୍ତର୍ଭୂକ୍ତ ହୋଇଛି ଯାହା ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (ALS), ମଲ୍ଟିପ୍ଲ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଡିମେନ୍ସିଆରେ ସୁଡୋବଲ୍ବାର ପ୍ରଭାବ (PBA) ହୋଇପାରେ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବୁଲାଇବା, କାଶ, ବାନ୍ତି, ପ୍ରାନ୍ତୀୟ ଫୁଲା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[] ଏଥିରେ ଡେକ୍ସଟ୍ରୋମେଥୋରଫାନ ଯାହା ଏକ ଏନଏମଡିଏ (NMDA) ରିସେପ୍ଟର ଆଣ୍ଟାନିଷ୍ଟ ଏବଂ କ୍ୱିନିଡାଇନ୍ ଯାହା ଏକ ସିୱାଇପି୨ଡି୬ (CYP2D6) ପ୍ରତିବନ୍ଧକ ଅଛି ।[] ଡେକ୍ସଟ୍ରୋମେଥୋରଫାନର କାର୍ଯ୍ୟକଳାପ ବୃଦ୍ଧି ପାଇଁ କ୍ୱିନିଡାଇନ୍ ବ୍ୟବହୃତ ହୁଏ ।[]

    ୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଏହା ୨୦୧୩ରେ ୟୁରୋପରେ ଅନୁମୋଦିତ ହୋଇଥିଲା କିନ୍ତୁ ଏହି ଅନୁମୋଦନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୩୦୦ ଡଲାର ଥିଲା ।[]

    1. "Dextromethorphan / quinidine (Nuedexta) Use During Pregnancy". Drugs.com. 21 August 2019. Archived from the original on 20 January 2021. Retrieved 13 September 2020.
    2. 1 2 3 4 5 6 "Nuedexta- dextromethorphan hydrobromide and quinidine sulfate capsule, gelatin coated". DailyMed. 23 June 2019. Archived from the original on 20 October 2020. Retrieved 23 October 2020.
    3. 1 2 "Dextromethorphan and quiNIDine Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 23 December 2021.
    4. "Nuedexta". Archived from the original on 28 August 2021. Retrieved 23 December 2021.
    5. "Nuedexta Prices, Coupons & Savings Tips - GoodRx". GoodRx. Archived from the original on 17 May 2020. Retrieved 23 December 2021.