Jump to content

ଭାସୋପ୍ରେସିନ

ଉଇକିପିଡ଼ିଆ‌ରୁ
Vasopressin
Clinical data
Pronunciation/ˌvzˈprɛsɪn/
Trade namesVasostrict, Reverpleg, Empressin, others
SynonymsArginine vasopressin; argipressin
AHFS/Drugs.commonograph
data
Pregnancy
category
    Routes of
    administration
    Intravenous (IV), intramuscular (IM), subcutaneous (SC)[]
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Protein binding1%
    MetabolismPredominantly in the liver and kidneys
    Onset of actionRapid[]
    Elimination half-life10-20 minutes
    Duration of action20 min (after IV stopped)[]
    ExcretionUrine
    Identifiers
    • 1-{[(4R,7S,10S,13S,16S,19R)-19-Amino-7-(2-amino-2-oxoethyl)-10-(3-amino-3-oxopropyl)-13-benzyl-16-(4-hydroxybenzyl)-6,9,12,15,18-pentaoxo-1,2-dithia-5,8,11,14,17-pentaazacycloicosan-4-yl]carbonyl}-L-p rolyl-L-arginylglycinamide
    Chemical and physical data
    FormulaC46H65N15O12S2
    Molar mass୧,୦୮୪.୨୪ g·mol−1
    3D model (JSmol)
    Density1.6±0.1 g/cm3
    • c1ccc(cc1)C[C@H]2C(=O)N[C@H](C(=O)N[C@H](C(=O)N[C@@H](CSSC[C@@H](C(=O)N[C@H](C(=O)N2)Cc3ccc(cc3)O)N)C(=O)N4CCC[C@H]4C(=O)N[C@@H](CCCN=C(N)N)C(=O)NCC(=O)N)CC(=O)N)CCC(=O)N
    • InChI=1S/C46H65N15O12S2 /c47-27-22-74-75-23-33(45(73)61-17-5-9-34(61)44(72)56-28(8-4-16-53-46(51)52)39(67)54-21-37(50)65)60-43(71)32(20-36(49)64)59-40(68)29(14-15-35(48)63)55-41(69)31(18-24-6-2-1-3-7-24)58-42(70)30(57-38(27)66)19-25-10-12-26(62)13-11-25/h1-3,6-7,10-13,27-34,62H,4-5,8-9,14-23,47H2,(H2,48,63)(H2,49,64)(H2,50,65)(H,54,67)(H,55,69)(H,56,72)(H,57,66)(H,58,70)(H,59,68)(H,60,71)(H4,51,52,53)/t27-,28-,29-,30-,31-,32-,33-,34-/m0/s1 checkY
    • Key:KBZOIRJILGZLEJ-LGYYRGKSSA-N checkY

    ଭାସୋପ୍ରେସିନ, ଏକ ବିକ୍ରୟ ନାମ ଆର୍ଗିପ୍ରେସିନ, ଏକ ଔଷଧ ଯାହା 'ସକ୍'ରେ ତରଳ ପଦାର୍ଥ ଉପ‌ଯୋଗକାରୀ ରିସସିଟେସନ ବା ନର୍-ଏପିନେଫ୍ରିନ ସାହାଯ୍ୟ ନେଇ ମଧ୍ୟ କୌଣସି ଫଳପ୍ରଦ ନ ହେଲେ ବ୍ୟବହୃତ ହୁଏ | []ହୃଦ୍‌‌ରୋଧ, ମଧୁମେହ ଇନସିପିଡସ, ପାରାଲିଟିକ ଇଲିଅସ ଏବଂ ଖାଦ୍ୟନଳୀ ରକ୍ତସ୍ରାବ ରୋଗମାନଙ୍କରେ ମଧ୍ୟ ଏହା ବ୍ୟବ‌ହାର କରାଯାଇପାରେ । [] ଏହା ଅନେକ ଡାକ୍ତରୀ ପରୀକ୍ଷଣର ଅଂଶ ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ | [] ଏହା ଇଞ୍ଜେକ୍ସନଦ୍ୱାରା ଦିଆଯାଏ | [] ପ୍ରଭାବ ଆରମ୍ଭ ହୋଇ ୧୫ ମିନିଟରେ ମଧ୍ୟରେ ଦ୍ରୁତ ଗତିରେ ସର୍ବାଧିକ ପ୍ରଭାବ ପ୍ରଭାବ ପଡ଼ିଥାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡ ବୁଲା, ପେଟ ଫମ୍ପା, ମୁଣ୍ଡ ବିନ୍ଧା କିମ୍ବା କମ୍ପନ ହୋଇପାରେ | [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ମେସେଣ୍ଟେରିକ୍ ଇସକେମିଆ, ଜଳ ବିଷକ୍ରିୟା ଏବଂ କରୋନାରୀ ସ୍ୱଳ୍ପ ରକ୍ତ ପ୍ରବାହ ଅନ୍ତର୍ଭୁକ୍ତ ହୋଇପାରେ | [] [] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ଏହା ଦେଲେ ଜରାୟୁର ସଂକୋଚନ ହୋଇପାରେ | [] ଏହା ଭାସୋପ୍ରେସିନ ରିସେପ୍ଟରକୁ ସକ୍ରିୟ କରି ରକ୍ତନଳୀ ସଂକୋଚନ କରି କାର୍ଯ୍ୟକ୍ଷମ ହୁଏ | [] ବୃକ୍‌କରେ ପରିସ୍ରାର ସାନ୍ଦ୍ରତା ବୃଦ୍ଧିପାଏ । []

    ଭାସୋପ୍ରେସିନ ସର୍ବ ପ୍ରଥମେ ୧୯୫୩ ମସିହାରେ ଭିନସେଣ୍ଟ ଡୁ ଭିଗନୋଡ଼ ଅଲଗା କରିଥିଲେ ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏହାର ୨୦ ୟୁନିଟ୍ର ଏକ ଭାଏଲ ନିମନ୍ତେ ଏନଏଚଏସ ୨୦୨୦ ମସିହାର 80 ପାଉଣ୍ଡ ଖର୍ଚ୍ଚ କରିଥାଏ | [] ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୬୦ ଡଲାର ଅଟେ | [୧୦]

    1. 1 2 "Vasopressin Use During Pregnancy". Drugs.com. 22 January 2020. Retrieved 7 September 2020.
    2. 1 2 3 4 5 6 7 8 "Vasopressin Monograph for Professionals". Drugs.com (in ଇଂରାଜୀ). Retrieved 15 April 2021.
    3. 1 2 "Vasopressin Monograph for Professionals". Drugs.com (in ଇଂରାଜୀ). Retrieved 15 April 2021.
    4. "VASOPRESSIN (PressynR) | LHSC". www.lhsc.on.ca. Retrieved 16 April 2021.
    5. "Vasopressin Use During Pregnancy". Drugs.com (in ଇଂରାଜୀ). Retrieved 16 April 2021.
    6. 1 2 "VASOPRESSIN (PressynR) | LHSC". www.lhsc.on.ca. Retrieved 16 April 2021.
    7. Sneader, Walter (2006). Drug Discovery: A History (in ଇଂରାଜୀ). John Wiley & Sons. p. 168. ISBN 978-0-471-89979-2.
    8. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 706. ISBN 978-0-85711-369-6.{{cite book}}: CS1 maint: date format (link)
    9. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 706. ISBN 978-0-85711-369-6.{{cite book}}: CS1 maint: date format (link)
    10. "Vasopressin Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 April 2021.