Jump to content

ଡିଫେରେସିରକ୍ସ

ଉଇକିପିଡ଼ିଆ‌ରୁ
(Deferasiroxରୁ ଲେଉଟି ଆସିଛି)
ଡିଫେରେସିରକ୍ସ
Clinical data
Pronunciationde FER a sir ox
Trade namesExjade, Jadenu, others
SynonymsCGP-72670, ICL-670A, IC L670
AHFS/Drugs.commonograph
data
Pregnancy
category
  • AU: C
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability70%
    Protein binding99%
    MetabolismLiver glucuronidation
    Elimination half-life8 to 16 hours
    ExcretionFecal (84%) and renal (8%)
    Identifiers
    • 4-(3,5-Bis(2-hydroxyphenyl)-1H-1,2,4-triazol-1-yl)benzoic acid
    ECHA InfoCard100.211.077 Edit this at Wikidata
    Chemical and physical data
    FormulaC21H15N3O4
    Molar mass୩୭୩.୩୭ g·mol−1
    3D model (JSmol)
    Density1.4±0.1 g/cm3 [୧]
    • OC(=O)c1ccc(cc1)n2nc(nc2c3ccccc3O)c4ccccc4O
    • InChI=1S/C21H15N3O4/c25-17-7-3-1-5-15(17)19-22-20(16-6-2-4-8-18(16)26)24(23-19)14-11-9-13(10-12-14)21(27)28/h1-12,25-26H,(H,27,28) checkY
    • Key:BOFQWVMAQOTZIW-UHFFFAOYSA-N checkY
      (verify)

    ଡିଫେରେସିରକ୍ସ, ଏକ୍ସଜେଡ୍ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବିଟା-ଥାଲାସେମିଆ ଏବଂ ଅନ୍ୟାନ୍ୟ କ୍ରୋନିକ୍ ଆନିମିଆ ଯୋଗୁ ଭୋଗୁଥିବା ରକ୍ତହୀନତା ପାଇଁ ଦୀର୍ଘ ଦିନ ଧରି ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କର ଅତ୍ୟଧିକ ଲୌହ ଜମାହେଉଥିବା ଯୋଗୁ ଏହି ଔଷଧ ଦିଆଯାଏ । [୨] ସାଧାରଣତଃ ଯେତେବେଳେ ଡିଫେରକ୍ସାମାଇନ୍ ଯଥେଷ୍ଟ ନ ହେଲେ ଏହା ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୩]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ବାନ୍ତି, ତରଳ ଝାଡ଼ା, ବୁକୁଜ୍ୱାଳା, ରାସ, ଗଲୁ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଟାବୋଲିକ୍ ଏସିଡୋସିସ୍, ଅସ୍ଥି ମଜ୍ଜା ଦମନ ଏବଂ ପାକସ୍ଥଳୀ ରକ୍ତସ୍ରାବ ହୋଇପାରେ ।[୨] [୪] ବୃକ୍‌କ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୪] ଗର୍ଭାବସ୍ଥାରେ ଏହା କ୍ଷତିକାରକ ବୋଲି ବିଶ୍ୱାସ କରାଯାଏ ।[୫] ଏହା ଏକ ଲୁହା ଚିଲେଟର ।[୪]

    ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୬ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡିଫେରେସିରକ୍ସ ଅନୁମୋଦିତ ହୋଇଥିଲା ।[୬] [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୩୬୦ ମିଗ୍ରା ମାତ୍ରାରେ ମାସକୁ ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।[୮] ଏହାର ଜେନେରିକ୍ ବା ଶ୍ରେଣୀଗତ ସଂସ୍କରଣଗୁଡିକ ୨୦୨୦ରେ ଅନୁମୋଦିତ ହୋଇଥିଲା ।[୯]

    1. ↑ "Material Safety Data Sheet (MSDS): Deferasirox". ChemSrc. 2018. Archived from the original on 2017-06-12. Retrieved 2021-06-28.
    2. 1 2 3 4 5 "Exjade". Archived from the original on 16 September 2021. Retrieved 21 December 2021.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1074. ISBN 978-0857114105.
    4. 1 2 3 "DailyMed - DEFERASIROX- deferasirox tablet, film coated". dailymed.nlm.nih.gov. Archived from the original on 11 January 2022. Retrieved 21 December 2021.
    5. ↑ "Deferasirox Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 21 December 2021.
    6. ↑ "Deferasirox Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2020. Retrieved 21 December 2021.
    7. ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    8. ↑ "Deferasirox Prices and Deferasirox Coupons - GoodRx". GoodRx. Retrieved 21 December 2021.
    9. ↑ "Drugs@FDA: FDA-Approved Drugs". U.S. Food and Drug Administration. Archived from the original on 19 October 2020. Retrieved 15 August 2020.