Jump to content

ଡିଫେରେସିରକ୍ସ

ଉଇକିପିଡ଼ିଆ‌ରୁ
ଡିଫେରେସିରକ୍ସ
Clinical data
Pronunciationde FER a sir ox
Trade namesExjade, Jadenu, others
SynonymsCGP-72670, ICL-670A, IC L670
AHFS/Drugs.commonograph
data
Pregnancy
category
  • AU: C
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability70%
    Protein binding99%
    MetabolismLiver glucuronidation
    Elimination half-life8 to 16 hours
    ExcretionFecal (84%) and renal (8%)
    Identifiers
    • 4-(3,5-Bis(2-hydroxyphenyl)-1H-1,2,4-triazol-1-yl)benzoic acid
    ECHA InfoCard100.211.077 Edit this at Wikidata
    Chemical and physical data
    FormulaC21H15N3O4
    Molar mass୩୭୩.୩୭ g·mol−1
    3D model (JSmol)
    Density1.4±0.1 g/cm3 []
    • OC(=O)c1ccc(cc1)n2nc(nc2c3ccccc3O)c4ccccc4O
    • InChI=1S/C21H15N3O4/c25-17-7-3-1-5-15(17)19-22-20(16-6-2-4-8-18(16)26)24(23-19)14-11-9-13(10-12-14)21(27)28/h1-12,25-26H,(H,27,28) checkY
    • Key:BOFQWVMAQOTZIW-UHFFFAOYSA-N checkY
      (verify)

    ଡିଫେରେସିରକ୍ସ, ଏକ୍ସଜେଡ୍ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବିଟା-ଥାଲାସେମିଆ ଏବଂ ଅନ୍ୟାନ୍ୟ କ୍ରୋନିକ୍ ଆନିମିଆ ଯୋଗୁ ଭୋଗୁଥିବା ରକ୍ତହୀନତା ପାଇଁ ଦୀର୍ଘ ଦିନ ଧରି ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କର ଅତ୍ୟଧିକ ଲୌହ ଜମାହେଉଥିବା ଯୋଗୁ ଏହି ଔଷଧ ଦିଆଯାଏ । [] ସାଧାରଣତଃ ଯେତେବେଳେ ଡିଫେରକ୍ସାମାଇନ୍ ଯଥେଷ୍ଟ ନ ହେଲେ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ବାନ୍ତି, ତରଳ ଝାଡ଼ା, ବୁକୁଜ୍ୱାଳା, ରାସ, ଗଲୁ ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଟାବୋଲିକ୍ ଏସିଡୋସିସ୍, ଅସ୍ଥି ମଜ୍ଜା ଦମନ ଏବଂ ପାକସ୍ଥଳୀ ରକ୍ତସ୍ରାବ ହୋଇପାରେ ।[] [] ବୃକ୍‌କ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଗର୍ଭାବସ୍ଥାରେ ଏହା କ୍ଷତିକାରକ ବୋଲି ବିଶ୍ୱାସ କରାଯାଏ ।[] ଏହା ଏକ ଲୁହା ଚିଲେଟର ।[]

    ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୬ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡିଫେରେସିରକ୍ସ ଅନୁମୋଦିତ ହୋଇଥିଲା ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୩୬୦ ମିଗ୍ରା ମାତ୍ରାରେ ମାସକୁ ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।[] ଏହାର ଜେନେରିକ୍ ବା ଶ୍ରେଣୀଗତ ସଂସ୍କରଣଗୁଡିକ ୨୦୨୦ରେ ଅନୁମୋଦିତ ହୋଇଥିଲା ।[]

    1. "Material Safety Data Sheet (MSDS): Deferasirox". ChemSrc. 2018. Archived from the original on 2017-06-12. Retrieved 2021-06-28.
    2. 1 2 3 4 5 "Exjade". Archived from the original on 16 September 2021. Retrieved 21 December 2021.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1074. ISBN 978-0857114105.
    4. 1 2 3 "DailyMed - DEFERASIROX- deferasirox tablet, film coated". dailymed.nlm.nih.gov. Archived from the original on 11 January 2022. Retrieved 21 December 2021.
    5. "Deferasirox Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 21 December 2021.
    6. "Deferasirox Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2020. Retrieved 21 December 2021.
    7. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    8. "Deferasirox Prices and Deferasirox Coupons - GoodRx". GoodRx. Retrieved 21 December 2021.
    9. "Drugs@FDA: FDA-Approved Drugs". U.S. Food and Drug Administration. Archived from the original on 19 October 2020. Retrieved 15 August 2020.