Jump to content

ଦେବଦାସ (ଓଡ଼ିଆ ନାଟକ)

ଉଇକିପିଡ଼ିଆ‌ରୁ
(Debadas (Odia play)ରୁ ଲେଉଟି ଆସିଛି)
ଦେବଦାସ
ଲେଖକଦେବଦାସ ଛୋଟରାୟ
ଚରିତ୍ରଦେବ
ପାର
ଚନ୍ଦ୍ରମୁଖୀ
ପ୍ରଥମ ପରିବେଷଣଅପ୍ରେଲ 27, 2023 (2023-04-27)
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ବିଷୟପ୍ରେମାତ୍ମକ
ଶୈଳୀସଙ୍ଗୀତ ଭିତ୍ତିକ

ଦେବଦାସ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ଦେବଦାସ ଛୋଟରାୟ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଦେବ ମେହେର ।[] ଏହି ନାଟକଟିର ନିର୍ମାଣ କରିଥିଲେ ଅରୋନିମା ଏଣ୍ଟରଟେନ୍‌ମେଣ୍ଟ ।[]

ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଣ ଜୟ, ଶୀତଲ ପାତ୍ରବିଏମ୍ ବୈଶାଳୀ । ଏହା ପ୍ରଥମେ ୨୦୨୩ ମସିହାର ଅପ୍ରେଲ ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।[]

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ନାଟକଟିର ସ୍ୱର ସଂଯୋଜନା କରିଥିଲେ ଓମପ୍ରକାଶ ମହାନ୍ତି । ସୁସ୍ମିତା ଦାସ, ଦେବସ୍ମିତା ମିଶ୍ର, ଅରବିନ୍ଦ ଦତ୍ତ ଆଦି କଣ୍ଠଶିଳ୍ପୀମାନେ ଏହି ନାଟକଟିରେ କଣ୍ଠଦନା କରିଥିଲେ ।[]

  1. 1 2 "ପାରୋ ଓ ଚନ୍ଦମୁଖୀଙ୍କ ଚମକ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
  2. 1 2 ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.

ବାହାର ଆଧାର

[ସମ୍ପାଦନା]