ଡାକୋର
ଦେଖଣା
(Dakorରୁ ଲେଉଟି ଆସିଛି)
ଡାକୋର
ડાકોર | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଖେଡ଼ା |
Elevation | 49 m (161 ft) |
Population (2001) | |
• Total | ୨୩,୭୮୪ |
ଭାଷା | |
• ସରକାରୀ | ଗୁଜରାଟି, ହିନ୍ଦୀ |
Time zone | UTC+5:30 (IST) |
Website | www |
ଡାକୋର, ରଣଛୋଡ଼ରାୟଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ । ଏହା ଗୁଜରାଟ ରାଜ୍ୟର ଖେଡ଼ା ଜିଲ୍ଲାର ଠାସରା ଉପଖଣ୍ଡରେ ଏବଂ ଗୌମତୀ ନଦୀ କୂଳରେ ଅବସ୍ତିତ । ଏହା ବରୋଦାଠାରୁ ୪୫କି.ମି ଦୂର ଅଟେ ।
ଭୂଗୋଳ
[ସମ୍ପାଦନା]ପୋରାଣିକ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ଡଙ୍କନାଥ ମହାଦେବ ମନ୍ଦିର
- ଲକ୍ଷ୍ମୀଜୀ ମନ୍ଦିର
- ବୋଦାଣା-ଗଙ୍ଗାବାଇ ମନ୍ଦିର
- ଶ୍ରୀଜୀ ବେଠକ
- ଶ୍ରୀଜୀ ଚରଣ
- ଶଙ୍କରାଚାର୍ଯ୍ୟ ମଠ
- ଶ୍ରୀମଙ୍ଗଲସେବା ଧାମ
- ସତ୍ୟନାରାୟଣ ମନ୍ଦିର
- ବିଲେଶ୍ୱର ମହାଦେବ ମନ୍ଦିର
- ବିଲେଶ୍ୱର ଜୈନ ମନ୍ଦିର
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଗୁଜରାଟି ଉଇକିପିଡ଼ିଆ
- http://www.gujaratgifts.com/gujinfo/temples.htm
- http://www.gujaratplus.com/web/gujarat/info/pilgrim/pilgrim2.html
- www.ranchhodraiji.com
- www.ranchhodraiji.org