ଆହେ ନୀଳଶଇଳ
Appearance
(Ahe Nilashailaରୁ ଲେଉଟି ଆସିଛି)
ଆହେ ନୀଳଶଇଳ | |
---|---|
ଚରିତ୍ର | ଗଜପତି ରାମଚନ୍ଦ୍ର ଦେବ ମହାରାଣୀ ମହମ୍ମଦ ତାକି ଖାନ ରେଜିଆ ସରଦେଈ |
ପ୍ରଥମ ପରିବେଷଣ | ୨୦୨୨ |
ପ୍ରଥମ ପରିବେଷଣ ସ୍ଥାନ | ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର |
ମୂଳ ଭାଷା | ଓଡ଼ିଆ |
ଶୈଳୀ | ଐତିହାସିକ |
ଆହେ ନୀଳଶଇଳ, ୨୦୨୨ ମସିହାରେ ମଞ୍ଚସ୍ଥ ଏକ ଐତିହାସିକ ନାଟକ । ନାଟକଟି ଜଗନ୍ନାଥ କିମ୍ବଦନ୍ତୀ ଉପରେ ପର୍ଯ୍ୟବେସିତ ଥିଲା । ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଲାଲା ବୀରେନ ରାୟ, ଯାହାକି ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶା ବାହାରେ ମଧ୍ୟ ମଞ୍ଚସ୍ଥ ହୋଇଛି ।[୧]
ଚିତ୍ରନାଟ୍ୟ
[ସମ୍ପାଦନା]- ଶଙ୍କର ତ୍ରିପାଠୀ[୨]
- ପ୍ରତିମା ହୋତା
ନିର୍ଦ୍ଦେଶନା
[ସମ୍ପାଦନା]ପ୍ରଯୋଜନା
[ସମ୍ପାଦନା]- ଚକଲେଟ ପ୍ରଯୋଜନା ସଂସ୍ଥା
ଅଭିନୟ
[ସମ୍ପାଦନା]- ଲରେନ୍ସ ବେହେରା - ଗଜପତି ରାମଚନ୍ଦ୍ର ଦେବ
- ସୋଫିଆ ଆଲାମ - ମହାରାଣୀ
- ପ୍ରକାଶ ଜେନା - ମହମ୍ମଦ ତାକି ଖାନ
- ଶ୍ରଦ୍ଧା ପାଣିଗ୍ରାହୀ - ରେଜିଆ
- ମନିଷା ରଥ - ସରଦେଈ[୩][୪]
ଆଧାର
[ସମ୍ପାଦନା]- ↑ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
- ↑ "ନୂଆ ସିନେମା ମାନସୀ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
- ↑ "Historical Drama 'Ahe Nilashaila' To Be Restaged In Odisha Capital From Today". www.sambadenglish.com. Eastern Media. Archived from the original on 21 October 2022. Retrieved 21 October 2022.
- ↑ "'Ahe Nilashaila' to be staged again". www.dailypioneer.com. daily pioneer. Archived from the original on 21 October 2022. Retrieved 21 October 2022.