ଆହେ ନୀଳଶଇଳ

ଉଇକିପିଡ଼ିଆ‌ରୁ
ଆହେ ନୀଳଶଇଳ‌
ଚରିତ୍ରଗଜପତି ରାମଚନ୍ଦ୍ର ଦେବ
ମହାରାଣୀ
ମହମ୍ମଦ ତାକି ଖାନ
ରେଜିଆ
ସରଦେଈ
ପ୍ରଥମ ପରିବେଷଣ୨୦୨୨
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ଶୈଳୀଐତିହାସିକ

ଆହେ ନୀଳଶଇଳ, ୨୦୨୨ ମସିହାରେ ମଞ୍ଚସ୍ଥ ଏକ ଐତିହାସିକ ନାଟକ । ନାଟକଟି ଜଗନ୍ନାଥ କିମ୍ବଦନ୍ତୀ ଉପରେ ପର୍ଯ୍ୟବେସିତ ଥିଲା । ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଲାଲା ବୀରେନ ରାୟ, ଯାହାକି ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶା ବାହାରେ ମଧ୍ୟ ମଞ୍ଚସ୍ଥ ହୋଇଛି ।[୧]

ଚିତ୍ରନାଟ୍ୟ[ସମ୍ପାଦନା]

  • ଶଙ୍କର ତ୍ରିପାଠୀ[୨]
  • ପ୍ରତିମା ହୋତା

ନିର୍ଦ୍ଦେଶନା[ସମ୍ପାଦନା]

ପ୍ରଯୋଜନା[ସମ୍ପାଦନା]

  • ଚକଲେଟ ପ୍ରଯୋଜନା ସଂସ୍ଥା

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
  2. "ନୂଆ ସିନେମା ମାନସୀ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
  3. "Historical Drama 'Ahe Nilashaila' To Be Restaged In Odisha Capital From Today". www.sambadenglish.com. Eastern Media. Archived from the original on 21 October 2022. Retrieved 21 October 2022.
  4. "'Ahe Nilashaila' to be staged again". www.dailypioneer.com. daily pioneer. Archived from the original on 21 October 2022. Retrieved 21 October 2022.