ଲାଲା ବୀରେନ ରାୟ

ଉଇକିପିଡ଼ିଆ‌ରୁ
ଲାଲା ବୀରେନ ରାୟ
Occupationଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ
Notable workଆହେ ନୀଳଶଇଳ

ଲାଲା ବୀରେନ ରାୟ ଜଣେ ନାଟ୍ୟ ନିର୍ଦ୍ଦେଶକ । ସେ ଉଭୟ ମଞ୍ଚ ଓ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦିଅନ୍ତି । ୨୦୨୨ ମସିହାରେ ମଞ୍ଚସ୍ଥ ଐତିହାସିକ ମଞ୍ଚ ନାଟକ ଆହେ ନୀଳଶଇଳ ତାଙ୍କରି ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ।[୧] ସେ ମଞ୍ଚନାଟକ ଅନୁଷ୍ଠାନ ଓଡ଼ିଶା ନାଟ୍ୟ ସଂଘର ସମ୍ପାଦକ[୨] ଓ ରାଜ୍ୟ ଟେଲି ପୁରସ୍କାରର ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ଆହେ ନୀଳଶଇଳ - ୨୦୨୨
  • ନିଜ ନିଜର ରାମାୟଣ[୩]

ଆଧାର[ସମ୍ପାଦନା]

  1. "ନଭେମ୍ବରରେ ଆଉଥରେ 'ଆହେ ନୀଳଶଇଳ', ଆରମ୍ଭ ହେଲା ଅଗ୍ରିମ ଟିକେଟ୍ ବୁକିଂ". www.sambad.in. Eastern Media. Archived from the original on 21 October 2022. Retrieved 21 October 2022.
  2. "ନାଟକ ପାଇଁ ପ୍ରେକ୍ଷାଳୟ ଖୋଲ, ଓଡ଼ିଶା ନାଟ୍ୟ ସଂଘର ଧାରଣା". www.sambad.in/. Eastern Media. Archived from the original on 21 October 2022. Retrieved 21 October 2022.
  3. "ମାୟା ଲଗେଇବ ମାୟା ନଗରୀ". ଧରିତ୍ରୀ. Archived from the original on 21 October 2022. Retrieved 21 October 2022.