ହେମାବତୀ ଗମାଙ୍ଗ

ଉଇକିପିଡ଼ିଆ‌ରୁ
ହେମାବତୀ ଗମାଙ୍ଗ
ସଦସ୍ୟ, ଲୋକ ସଭା
ପୂର୍ବ ଅଧିକାରୀଗିରିଧର ଗମାଙ୍ଗ
ପର ଅଧିକାରୀଗିରିଧର ଗମାଙ୍ଗ
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-03-31) ୩୧ ମାର୍ଚ୍ଚ ୧୯୬୧ (ବୟସ ୬୨)
ଖିଲାପଦର, ଓଡ଼ିଶା
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଗିରିଧର ଗମାଙ୍ଗ
ସନ୍ତାନ୨ ପୁଅ, ୧ ଝିଅ
ଘରଭୁବନେଶ୍ୱର

ହେମାବତୀ ଗମାଙ୍ଗ (ଜନ୍ମ ୩୧ ମାର୍ଚ୍ଚ ୧୯୬୧) ଜଣେ ଭାରତର ୧୩ ତମ ଲୋକ ସଭାର ସାଂସଦ । ସେ ଓଡ଼ିଶାର କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ।[୧] ରାୟଗଡ଼ା ଜିଲ୍ଲାର ଖିଲାପଦର ଗ୍ରାମରେ ଜନ୍ମିତ ଶ୍ରୀମତୀ ଗମାଙ୍ଗ ରମାଦେବୀ ମହିଳା ମହାବିଦ୍ୟାଳୟରେ ତାଙ୍କର ଇଣ୍ଟରମିଡିୟଟ୍ ଡିଗ୍ରୀ ହାସଲ କରିଥିଲେ । ଅପ୍ରିଲ ୪, ୧୯୭୫ ମସିହାରେ ସେ ଗିରିଧର ଗମାଙ୍ଗଙ୍କୁ ବିବାହ କରିବାପରେ ସେ ଦୁଇ ପୁଅ ଓ ଗୋଟିଏ କନ୍ୟାର ଜନନୀ ହୋଇଥିଲେ । ସମ୍ପ୍ରତି ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଆଧାର[ସମ୍ପାଦନା]

  1. "election 1999, Orissa results". Retrieved 20 August 2017.

ଅଧିକ ତଥ୍ୟ[ସମ୍ପାଦନା]