Jump to content


  

ସ୍ୟାନୋକୋବାଲାମିନ

ଉଇକିପିଡ଼ିଆ‌ରୁ
ସ୍ୟାନୋକୋବାଲାମିନ
Clinical data
Pronunciationsye AN oh koe BAL a min[]
Trade namesCobolin-M,[] Depo-Cobolin,[] others[]
AHFS/Drugs.com
MedlinePlusa604029
data
Pregnancy
category
  • AU: Exempt
  • US: C (Risk not ruled out)
Routes of
administration
By mouth, intramuscular, nasal spray[][]
Legal status
Legal status
  • US: OTC / Rx-only
Identifiers
ECHA InfoCard100.000.618 Edit this at Wikidata
Chemical and physical data
FormulaC63H88CoN14O14P
Molar mass୧,୩୫୫.୩୯ g·mol−1
3D model (JSmol)
Melting point300 °C (572 °F) +
Boiling point300 °C (572 °F) +
Solubility in water1/80 mg/mL (20 °C)
  • CC1=CC2=C(C=C1C)N(C=N2)C3C(C(C(O3)CO)OP(=O)([O-])OC(C)CNC(=O)CCC4(C(C5C6(C(C(C(=C(C7=NC(=CC8=NC(=C(C4=N5)C)C(C8(C)C)CCC(=O)N)C(C7(C)CC(=O)N)CCC(=O)N)C)[N-]6)CCC(=O)N)(C)CC(=O)N)C)CC(=O)N)C)O.[C-]#N.[Co+3]
  • InChI=1S/C62H90N13O14P.CN.Co/c1-29-20-39-40(21-30(29)2)75(28-70-39)57-52(84)53(41(27-76)87-57)89-90(85,86)88-31(3)26-69-49(83)18-19-59(8)37(22-46(66)80)56-62(11)61(10,25-48(68)82)36(14-17-45(65)79)51(74-62)33(5)55-60(9,24-47(67)81)34(12-15-43(63)77)38(71-55)23-42-58(6,7)35(13-16-44(64)78)50(72-42)32(4)54(59)73-56;1-2;/h20-21,23,28,31,34-37,41,52-53,56-57,76,84H,12-19,22,24-27H2,1-11H3,(H15,63,64,65,66,67,68,69,71,72,73,74,77,78,79,80,81,82,83,85,86);;/q;-1;+3/p-2/t31-,34-,35-,36-,37+,41-,52-,53-,56-,57?,59-,60+,61+,62+;;/m1../s1
  • Key:FDJOLVPMNUYSCM-QJRSUKKJSA-L

ସ୍ୟାନୋକୋବାଲାମିନ ଜୀବସାର ବି୧୨ର ଏକ ବ୍ୟବସାୟିକ ନାମ (ଇଂରାଜୀରେ Cyanocobalamin) ଯାହା ଭିଟାମିନ ବି୧୨ ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[]ଖାଦ୍ୟନଳୀ କର୍କଟ ରୋଗ ବା ମାଛ ଟେପ‌ୱର୍ମ ଥିଲେ ଅସ୍ତ୍ରୋପଚାର କରି ପାକସ୍ଥଳୀ ଅପସାରଣ କରିବା ପରେ ପର୍ନିସିଅସ୍ ଆନିମିଆ ହେଉଥିଲେ ଏହି ସ୍ୟାନୋକୋବାଲାମିନ ଦିଆଯାଏ ।[] ଭିଟାମିନ ବି୧୨ ଅଭାବର ଚିକିତ୍ସା ପାଇଁ ଏହା ହାଇଡ୍ରକ୍ସୋକୋବାଲାମିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ ।[] ଏହା ପାଟିରେ, ମାଂସପେଶୀର ଇଞ୍ଜେକସନ ବା ନାକରେ ସ୍ପ୍ରେ ଆକାରରେ ଦିଆଯାଏ ।[] []

ସ୍ୟାନୋକୋବାଲାମିନ ସାଧାରଣତଃ ଭଲ ଭାବରେ ସହନ କରିହୁଏ ।[] ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ଗଲୁ ହୋଇପାରେ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ୍, କମ୍ ରକ୍ତ ପୋଟାସିୟମ୍ ଏବଂ ହୃଦ୍‌ପାତ ହୋଇପାରେ ।[] ଯେଉଁମାନେ କୋବାଲ୍ଟରେ ଆଲର୍ଜି କିମ୍ବା ଲେବର ରୋଗ ବା କୋବାଲ୍ଟ ଆଲର୍ଜି ଥିଲେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଭିଟାମିନ ବି୧୨ ଶରୀର ନିମନ୍ତେ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଶରୀରରେ ସ୍ୱତଃ ତିଆରି ହୁଏ ନାହିଁ କିନ୍ତୁ ଜୀବନ ପାଇଁ ଆବଶ୍ୟକ ।[୧୦] [୧୧]

ସ୍ୟାନୋକୋବାଲାମିନ ପ୍ରଥମେ ୧୯୪୦ ଦଶକରେ ନିର୍ମିତ ହୋଇଥିଲା ।[୧୨] ଏହା ଏକ ଜେନେରିକ ଔଷଧ ଓ ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[] [୧୧] ଯୁକ୍ତରାଜ୍ୟରେ ଏନଏଚଏସ ପାଇଁ ୨୦୧୯ ସୁଦ୍ଧା ପ୍ରତି ଇଞ୍ଜେକ୍ସନ ପିଛା ୨.୯୦ ପାଉଣ୍ଡ ଖର୍ଚ୍ଚ ହୋଇଛି।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ୨୦୧୯ରେ ପ୍ରାୟ ୦.୭୭ ଆମେରିକୀୟ ଡଲାର ଥିଲା।[୧୩] ୨୦୧୭ ରେ, ଏହା ଆମେରିକାରେ ୧୭୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୧୪] [୧୫]

  1. ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ ୧.୨ ୧.୩ ୧.୪ British national formulary : BNF 76 (76 ed.). Pharmaceutical Press. 2018. pp. 993–994. ISBN 9780857113382.
  2. ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ "Cyanocobalamin Side Effects in Detail". Drugs.com. Retrieved 19 April 2019.
  3. ଏହି ଯାଏ ଉପରକୁ ଯାଆନ୍ତୁ: ୩.୦ ୩.୧ ୩.୨ ୩.୩ "Vitamin B12 Injection: Side Effects, Uses & Dosage". Drugs.com. Retrieved 19 April 2019.
  4. "Cyanocobalamin – Drug Usage Statistics, United States, 2006–2016". ClinCalc.com. Retrieved 2019-11-09.
  5. "DailyMed – cyanocobalamin, isopropyl alcohol". dailymed.nlm.nih.gov. Retrieved 19 April 2019.
  6. Lilley, Linda Lane; Collins, Shelly Rainforth; Snyder, Julie S. (2019). Pharmacology and the Nursing Process E-Book. Elsevier Health Sciences. p. 83. ISBN 9780323550468.
  7. "Cyanocobalamin - FDA prescribing information, side effects and uses". Drugs.com. Retrieved 19 April 2019.
  8. "Cyanocobalamin - FDA prescribing information, side effects and uses". Drugs.com. Retrieved 19 April 2019.
  9. "DailyMed – cyanocobalamin, isopropyl alcohol". dailymed.nlm.nih.gov. Retrieved 19 April 2019.
  10. Markle HV (1996). "Cobalamin". Critical Reviews in Clinical Laboratory Sciences. 33 (4): 247–356. doi:10.3109/10408369609081009. PMID 8875026.
  11. ଏହି ଯାଏ ଉପରକୁ ଯାଆନ୍ତୁ: ୧୧.୦ ୧୧.୧ Lilley, Linda Lane; Collins, Shelly Rainforth; Snyder, Julie S. (2019). Pharmacology and the Nursing Process E-Book. Elsevier Health Sciences. p. 83. ISBN 9780323550468.
  12. Orkin, Stuart H.; Nathan, David G.; Ginsburg, David; Look, A. Thomas; Fisher, David E.; Lux, Samuel (2014). Nathan and Oski's Hematology and Oncology of Infancy and Childhood E-Book. Elsevier Health Sciences. p. 309. ISBN 9780323291774.
  13. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  14. "The Top 300 of 2020". ClinCalc. Retrieved 11 April 2020.
  15. "Cyanocobalamin - Drug Usage Statistics". ClinCalc. Retrieved 11 April 2020.