ଦୌଲତ ବାଘ

ଉଇକିପିଡ଼ିଆ‌ରୁ
ଦୌଲତ ବାଘ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀନୀଳାମ୍ବର ରାୟଗୁରୁ
ପର ଅଧିକାରୀଦେବରାଜ ସେଠ
ନିର୍ବାଚନ ମଣ୍ଡଳୀସୋନପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-01-01)୧ ଜାନୁଆରୀ ୧୯୦୯
ମୃତ୍ୟୁ୧୫ ଅକ୍ଟୋବର ୧୯୯୦(1990-10-15) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀନୀରା କୁମ୍ଭାର
ବିଲା କୁମ୍ଭାର
ବାପା/ବୋଉଶ୍ରୀରାମ ବାଘ (ବାପା)
ବୃତ୍ତିରାଜନୀତିଜ୍ଞ

ଦୌଲତ ବାଘ (ଜନ୍ମ: ୧ ଜାନୁଆରୀ ୧୯୦୯ - ୧୫ ଅକ୍ଟୋବର ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୌଲତ ବାଘ ୧୯୦୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀରାମ ବାଘ ଏବଂ ପତ୍ନୀଙ୍କ ନାମ ନୀରା କୁମ୍ଭାର ଓ ବିଲା କୁମ୍ଭାର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୌଲତ ବାଘ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦୌଲତ ବାଘ ୧୯୯୦ ମସିହାର ଅକ୍ଟୋବର ୧୫ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Daulat Bagh". odishaassembly.nic.in. Odisha Assembly. Retrieved 25 August 2021.