Jump to content

ସେକୁକିନୁମାବ

ଉଇକିପିଡ଼ିଆ‌ରୁ
ସେକୁକିନୁମାବ
Autoinjector of secukinumab by Novartis
Monoclonal antibody
TypeWhole antibody
SourceHuman
TargetIL17A
Clinical data
Trade namesCosentyx
SynonymsAIN457
AHFS/Drugs.commonograph
MedlinePlusa615011
data
Pregnancy
category
  • AU: C
  • US: B (No risk in non-human studies)
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only []
    • ℞ (Prescription only)
    Chemical and physical data
    FormulaC6584H10134N1754O2042S44
    Molar mass୧,୪୭,୯୪୪.୩୭ g·mol−1
      (verify)

    ସେକୁକିନୁମାବ, ଏକ ବିକ୍ରୟ ନାମ କୋସେଣ୍ଟିକ୍ସ, ଏକ ଔଷଧ ଯାହା ସୋରିଆସିସ, ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଏବଂ ସୋରିଆଟିକ ଆର୍ଥ୍ରାଇଟିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ତରଳ ପଦାର୍ଥ ବୋହିବା, ତରଳ ଝାଡ଼ା, ଥଣ୍ଡା ଘାଆ ଏବଂ ହାଇଭ୍‌ସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ସଂକ୍ରମଣ ହୋଇପାରେ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ରଲିଉକିନ୍-୧୭କ {(IL) -17A} ସ‌ହିତ ବନ୍ଧନ ଯୁକ୍ତ ହୋଇ ପ୍ରତିରୋଧ କରେ | []

    ୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ସେକୁକିନୁମାବ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୧୫୦ ମିଗ୍ରାର ମୂଲ୍ୟ ପ୍ରାୟ ୬୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୬୨୦୦ ଡଲାର ଥିଲା ।[]

    1. "Cosentyx EPAR". European Medicines Agency (EMA). Archived from the original on 22 August 2020. Retrieved 23 September 2020.
    2. 1 2 "Cosentyx". Archived from the original on 22 August 2020. Retrieved 11 October 2021.
    3. 1 2 3 4 5 "Secukinumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 11 October 2021.
    4. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1162. ISBN 978-0-85711-369-6.{{cite book}}: CS1 maint: date format (link)
    5. "Cosentyx Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 June 2021. Retrieved 11 October 2021.