ସୁମାଟ୍ରିପଟାନ

ଉଇକିପିଡ଼ିଆ‌ରୁ
ସୁମାଟ୍ରିପଟାନ
Sumatriptan molecule
Clinical data
Trade namesImitrex, Imigran, others
AHFS/Drugs.commonograph
data
Pregnancy
category
  • C
Routes of
administration
By mouth, subcutaneous injection, nasal spray, transdermal electrophoresis
Legal status
Legal status
Pharmacokinetic data
Bioavailability15% (by mouth) / 96% (sc)
Protein binding14–21%
MetabolismMAO
Elimination half-life2.5 hours
Excretion60% urine; 40% feces
Identifiers
  • 1-[3-(2-Dimethylaminoethyl)-1H-indol-5-yl]-N-methyl-methanesulfonamide
ECHA InfoCard100.130.518 Edit this at Wikidata
Chemical and physical data
FormulaC14H21N3O2S
Molar mass୨୯୫.୪0 g·mol−1
3D model (JSmol)
  • O=S(=O)(NC)Cc1cc2c(cc1)[nH]cc2CCN(C)C
  • InChI=1S/C14H21N3O2S/c1-15-20(18,19)10-11-4-5-14-13(8-11)12(9-16-14)6-7-17(2)3/h4-5,8-9,15-16H,6-7,10H2,1-3H3 checkY
  • Key:KQKPFRSPSRPDEB-UHFFFAOYSA-N checkY
  (verify)

ସୁମାଟ୍ରିପଟାନ, ଏକ ବ୍ୟବସାୟୀକ ନାମ ଇମିଟ୍ରକ୍ସ, ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧା ଏବଂ କ୍ଲଷ୍ଟର ମୁଣ୍ଡ ବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ, ନାକରେ ପକାଯାଏ କିମ୍ବା ଚର୍ମ ତଳ ଇଞ୍ଜେକସନ ଆକାରରେ ଦିଆଯାଏ | [୨]ଔଷଧର ପ୍ରଭାବ ସାଧାରଣତଃ ତିନି ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଥାଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତି ଚାପ, ଥକ୍କା ଅନୁଭବ କରିବା, ଦୁନିଆର ଘୂର୍ଣ୍ଣନ ଅନୁଭବ, ବାନ୍ତି, ଏବଂ ଝିମ ଝିମ ଲାଗିବା ହୋଇପାରେ ।[୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ହୃଦ୍‌ଘାତ, ଷ୍ଟ୍ରୋକ ଏବଂ ବାତ ହୋଇପାରେ | [୩] ଏହି ଔଷଧ ଅତ୍ୟଧିକ ବ୍ୟବହାର କଲେ ମୁଣ୍ଡ ବିନ୍ଧା ହୋଇପାରେ | [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୪] ଏହା କିପରି କାମ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ | [୩] ଏହା ଏକ ଟ୍ରିପ୍ଟାନ ଶ୍ରେଣୀର ଔଷଧ | [୩]

୧୯୮୨ ମସିହାରେ ସୁମାଟ୍ରିପଟାନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୧ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଏହାର ଡୋଜ ପିଛା ଏନଏଚଏସର ମୂଲ୍ୟ ୧ ପାଉଣ୍ଡ ରହିଛି। [୧] [୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୬୦ ଡଲାର ଅଟେ। [୭] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୯୭ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଆଠ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୮] [୯] ଏକ ଡୋଜ୍ ପିଛା ୫୦ ଡଲାର ମୂଲ୍ୟରେ ଏହାର ଏକ ମିଶ୍ରଣ ଉତ୍ପାଦ ସୁମାଟ୍ରିପଟାନ/ନାପ୍ରୋକ୍ସେନ ନାମରେ ମଧ୍ୟ ଉପଲବ୍ଧ | [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ British national formulary : BNF 76 (76 ed.). Pharmaceutical Press. 2018. p. 474. ISBN 9780857113382.
  2. ୨.୦ ୨.୧ "Sumatriptan Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ ୩.୨ ୩.୩ ୩.୪ "Sumatriptan Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  4. "Sumatriptan Use During Pregnancy". Drugs.com. Retrieved 3 March 2019.
  5. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 531. ISBN 9783527607495.
  6. British national formulary : BNF 76 (76 ed.). Pharmaceutical Press. 2018. p. 474. ISBN 9780857113382.
  7. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Retrieved 11 April 2020.
  9. "Sumatriptan - Drug Usage Statistics". ClinCalc. Retrieved 11 April 2020.
  10. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.