ସିମଦେଗା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Simdega
सिमडेगा
ᱥᱤᱢᱰᱮᱜᱟ
ସିମଡେଗା
City
Collage of different locations in Simdega
Clockwise - Kelaghagh Dam, Hilly Terrain, District Administration Office
Nickname: 
Nursery of Sports[୧]
Country India
StateJharkhand
DistrictSimdega
Government
 • TypeMunicipal Council
 • BodyNagar Parishad
Elevation
418 m (1,371 ft)
Population
 (2011)
 • Total୫,୯୯,୮୧୩
Languages
 • OfficialOdia,Hindi
Time zoneUTC+5:30 (IST)
PIN
835223
Telephone code+91-6525
ଯାନବାହାନ ପଞ୍ଚୀକରଣJH 20
Websitesimdega.nic.in


ସିମଦେଗା (ସାନ୍ତାଳୀ: [ᱥᱤᱢᱰᱮᱜᱟ] Error: {{Lang}}: text has italic markup (help)) ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ଝାଡ଼ଖଣ୍ଡର ଗୁମ୍ଲ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିମଦେଗା ୨୨.୬୧୫୨ ଉତ୍ତର ଅକ୍ଷାଂଶ ଓ ୮୪.୫୦୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିମଦେଗା ସହରର ମୋଟ ଜନସଂଖ୍ୟା ୩୩୯୬୨ ଅଟେ ।[୩] ସେଥି ମଧ୍ୟରୁ ୫୧.୫୮% ଜଣ ପରୁଷ ହୋଇଥିବା ବେଳେ ୪୮.୪୨% ଜଣ ନାରୀ ଅଟନ୍ତି । ସିମଦେଗାର ସାକ୍ଷରତା ହାର ୬୮.୦୨% ଅଟେ । ଏହା ଜାତୀୟ ହାରଠାରୁ -୩.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୪% ପ୍ରତିଶତ ପୁରୁଷ ଓ ୩୦.୩୮% ନାରୀ ଅଟନ୍ତି । ୧୫.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ସିମଦେଗାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://simdega.nic.in/profile.html. {{cite web}}: Missing or empty |title= (help)
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]