ସାକୁବିଟ୍ରିଲ/ଭାଲ୍ସାର୍ଟାନ
Combination of | |
---|---|
Sacubitril | Neprilysin inhibitor |
Valsartan | Angiotensin II receptor antagonist |
Clinical data | |
Trade names | Entresto, Azmarda, Neparvis, others |
Synonyms | LCZ696 |
AHFS/Drugs.com | monograph |
MedlinePlus | a615039 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Chemical and physical data | |
Formula | C96H120N12Na6O21 |
Molar mass | ୧,୯୧୬.୦୨ g·mol−1 |
3D model (JSmol) | |
| |
|
ସାକୁବିଟ୍ରିଲ/ଭାଲ୍ସାର୍ଟାନ, ବିକ୍ରୟ ନାମ ଏଣ୍ଟ୍ରେସ୍ଟୋ, ହେଉଛି ଏକ ଔଷଧ ମିଶ୍ରଣ ଯାହା ହ୍ରାସକୃତ ଇଜେକସନ ଭଗ୍ନାଂଶ ସହିତ ଥିବା ହୃଦ୍ପାତ ପାଇଁ ବ୍ୟବହୃତ ହୁଏ । [୭] ଏହା ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ ବା ଏସିଇ ଇନହିବିଟର ବଦଳରେ ବ୍ୟବହୃତ ହୋଇପାରେ ।[୭] ଏହା ପାଟିରେ ଦିଆଯାଏ ।[୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, କାଶ, ବୃକ୍କ ସମସ୍ୟା ଏବଂ ଉଚ୍ଚ ପୋଟାସିୟମ୍ ହୋଇପାରେ ।[୮] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୮] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୮] ଏଥିରେ ସାକୁବିଟ୍ରିଲ୍ ନାମକ ଏକ ନେପ୍ରିଲିସିନ୍ ଇନହିବିଟର ଏବଂ ଭାଲସାର୍ଟାନ୍ ନାମକ ଏକ ଆଞ୍ଜିଓଟେନସିନ୍ ରିସେପ୍ଟର ବ୍ଲକର୍ ଥାଏ ।[୮] ଏହି ମିଶ୍ରଣ ବେଳେବେଳେ ଏକ "ଆଞ୍ଜିଓଟେନସିନ୍ ରିସେପ୍ଟର-ନେପ୍ରିଲିସିନ୍ ଇନହିବିଟର" (ARNi) ଭାବରେ ଜଣାଶୁଣା ଥାଏ ।[୮]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଔଷଧ ମିଶ୍ରଣ ଅନୁମୋଦିତ ହୋଇଥିଲା ।[୩][୮] ଏହା ୨୦୧୬ ମସିହାରେ ଅଷ୍ଟ୍ରେଲିଆରେ ଏହା ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଏହାର ଏକ ମାସ ଔଷଧର ଖର୍ଚ୍ଚ ୫୭୫ ଡଲାର ଥିଲା ।[୯] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୯୨ ପାଉଣ୍ଡ ଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Entresto 24/26 tablets, Entresto 49/51 tablets, Entresto 97/103 tablets (sacubitril/valsartan) Product Information". Therapeutic Goods Administration (TGA). Novartis. Archived from the original on 11 November 2020. Retrieved 21 September 2020.
- ↑ "Sacubitril / valsartan (Entresto) Use During Pregnancy". Drugs.com. 20 November 2019. Archived from the original on 17 April 2021. Retrieved 21 September 2020.
- ↑ ୩.୦ ୩.୧ "Entresto EPAR". European Medicines Agency (EMA). Archived from the original on 27 February 2021. Retrieved 21 September 2020.
- ↑ "Neparvis EPAR". European Medicines Agency (EMA). Archived from the original on 28 December 2020. Retrieved 23 September 2020.
- ↑ "Entresto 24 mg/26 mg film-coated tablets - Summary of Product Characteristics (SmPC)". (emc). Archived from the original on 24 January 2021. Retrieved 21 September 2020.
- ↑ "Entresto- sacubitril and valsartan tablet, film coated". DailyMed. 14 June 2020. Archived from the original on 19 April 2020. Retrieved 21 September 2020.
- ↑ ୭.୦ ୭.୧ ୭.୨ ୭.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 207. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୮.୦ ୮.୧ ୮.୨ ୮.୩ ୮.୪ ୮.୫ "Sacubitril and Valsartan Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2020. Retrieved 9 October 2021.
- ↑ "Entresto Prices, Coupons & Savings Tips - GoodRx". GoodRx. Retrieved 9 October 2021.