ସଞ୍ଜୟ ନାୟକ
ସଞ୍ଜୟ ନାୟକ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, କାହାଣୀକାର, ସମ୍ପାଦକ |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ସଞ୍ଜୟ ନାୟକ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର ଓ ସମ୍ପାଦକ ।
ଓଡ଼ିଆ କଥାଚିତ୍ରରେ ଭୂମିକା[ସମ୍ପାଦନା]
କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ନିର୍ଦ୍ଦେଶକ |
ବାବୁ ଆଇ ଲଭ ୟୁ | ୨୦୦୫ | ନିର୍ଦ୍ଦେଶକ |
ମନ ରହିଗଲା ତୁମରି ଠାରେ | ୨୦୦୨ | ନିର୍ଦ୍ଦେଶକ |
ସାକ୍ଷୀ ରହିଲା ଏ ସିଂହଦୁଆର | ୧୯୯୪ | ନିର୍ଦ୍ଦେଶକ |
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଜୟ ନାୟକ
- fullorissa.com Archived 2017-06-13 at the Wayback Machine.
- orissacinema.com