Jump to content

ଶରତ ମହାନ୍ତି

ଉଇକିପିଡ଼ିଆ‌ରୁ
ଶରତ ମହାନ୍ତି
ଜନ୍ମ୧୯୩୦
ମୃତ୍ୟୁ୪ ମାର୍ଚ୍ଚ ୨୦୧୮
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ବୈବାହିକ-ସାଥୀଅନ୍ନପୂର୍ଣ୍ଣା ମହାନ୍ତି
ସନ୍ତାନତମସା ମହାନ୍ତି
ୱେବସାଇଟଇଣ୍ଟରନେଟ ମୁଭି ଡାଟାବେସରେ ଶରତ ମହାନ୍ତି

ଶରତ ମହାନ୍ତି ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରରୁ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସିନେମା ଲକ୍ଷ୍ମୀରେ ପ୍ରଥମ କରି ସିନେମାରେ ଅଭିନୟ କରିଥିଲେ ।[] ତାଙ୍କ ଅଭିନୀତ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଲା କା, ଅମଡ଼ା ବାଟ, ସ୍ତ୍ରୀ, ମଲାଜହ୍ନ, ଭୁଲି ହୁଏନା, ପୂଜାଫୁଲ ଏବଂ ସକଳ ତୀର୍ଥ ତୋ ଚରଣେ । ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ୫୦ରୁ ଅଧିକ ସିନେମା ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ ।[][] ଓଡ଼ିଆ ମଞ୍ଚକୁ ତାଙ୍କର ଅଭିନୟ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ ଶତାବ୍ଦୀର କଳାକାର ତରଫରୁ ପୁରସ୍କୃତ କରାଯାଇଥିଲା ।[][]

୪ ମାର୍ଚ୍ଚ ୨୦୧୮ରେ ବାଲେଶ୍ୱରର ସୋର ଡାକ୍ତରଖାନାରେ ବୃଦ୍ଧାବସ୍ଥା-ଜନିତ ଅସୁସ୍ଥତାରୁ ତାଙ୍କର ଦେହାନ୍ତ ହୋଇଥିଲା ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମହାନ୍ତି ବାଲେଶ୍ୱର ଜିଲ୍ଲାସ୍ଥିତ ସୋରର କ୍ଷୀରକୋଣାଠାରେ ଜନ୍ମନେଇଥିଲେ ।[]

ଅଭିନୟ

[ସମ୍ପାଦନା]
ବର୍ଷଫିଲ୍ମଅବଦାନଭୂମିକା
୧୯୯୫
ସକଳ ତୀର୍ଥ ତୋ ଚରଣେଅଭିନେତାସନା
୧୯୮୭
ଭୁଲି ହୁଏନାଅଭିନେତା
୧୯୮୫
ପୂଜାଫୁଲଅଭିନେତା
୧୯୬୮
ସ୍ତ୍ରୀଅଭିନେତା
୧୯୬୬
କାଅଭିନେତା
୧୯୬୫
ମଲାଜହ୍ନଅଭିନେତା
୧୯୬୪
ଅମଡ଼ା ବାଟଅଭିନେତା
୧୯୬୨
ଲକ୍ଷ୍ମୀଅଭିନେତା

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Odia actor Sarat Mohanty passes away". Outlook India. 4 March 2018. Retrieved 4 March 2018.
  2. 1 2 "ଲୋକପ୍ରିୟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ". ସମ୍ବାଦ. 4 March 2018. Retrieved 4 March 2018.
  3. "ବର୍ଷିୟାନ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ". ସମାଜ. 4 March 2018. Retrieved 4 March 2018.
  4. "Nine theatre personalities to be honoured". The Hindu. ୧୭ ଫେବୃଆରୀ ୨୦୦୭. Retrieved 4 March 2018. {{cite news}}: Check date values in: |date= (help)
  5. "Odia actor Sarat Mohanty passes away". Business Standard. 4 March 2018. Retrieved 4 March 2018.
  6. "Veteran Odia movie actor Sarat Mohanty passes away". Kalinga TV. Retrieved 4 March 2018. {{cite news}}: Check |url= value (help)[permanent dead link]
  7. "Odisha comedian Sarat Mohanty no more". Odisha Sun Times. 4 March 2018. Archived from the original on 7 March 2018. Retrieved 4 March 2018.

ବାହାର ଆଧାର

[ସମ୍ପାଦନା]