ରାଣାଘାଟ
Appearance
রাণাঘাট | |
---|---|
City | |
Country | India |
State | West Bengal |
District | Nadia |
Government | |
• Type | Government of West Bengal |
• Body | Sub-Divisional Officer, Ranaghat |
• MP | Tapas Mandal |
Elevation | 8 m (26 ft) |
Population (2011) | |
• Total | ୨,୩୫,୫୮୩(suburban only) |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 741201 |
Telephone code | 91-3473-2xxxxx |
ଯାନବାହାନ ପଞ୍ଚୀକରଣ | WB-52 |
Lok Sabha constituency | Ranaghat |
Vidhan Sabha constituency | Ranaghat Uttar Paschim |
Website | www |
ରାଣାଘାଟ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ନଦିଅ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାଣାଘାଟ ୨୩.୧୭୬୨ ଉତ୍ତର ଅକ୍ଷାଂଶ ଓ ୮୮.୫୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଣାଘାଟ ସହରର ମୋଟ ଜନସଂଖ୍ୟା ୬୮୭୫୪ ଅଟେ ।[୨] ସେଥି ମଧ୍ୟରୁ ୫୧.୦୦% ଜଣ ପରୁଷ ହୋଇଥିବା ବେଳେ ୪୯.୦୦% ଜଣ ନାରୀ ଅଟନ୍ତି । ରାଣାଘାଟର ସାକ୍ଷରତା ହାର ୮୩.୬୦% ଅଟେ । ଏହା ଜାତୀୟ ହାରଠାରୁ -୧୮.୭୬% ପ୍ରତିଶତ କମ ଅଟେ । ସେଥିରୁ ୪୪.୪୩% ପ୍ରତିଶତ ପୁରୁଷ ଓ ୩୯.୧୬% ନାରୀ ଅଟନ୍ତି । ୭.୬୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ରାଣାଘାଟର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.