ରାଣାଘାଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

রাণাঘাট
City
Ranaghat Junction Railway Station
Ranaghat Junction Railway Station
Country India
StateWest Bengal
DistrictNadia
Government
 • TypeGovernment of West Bengal
 • BodySub-Divisional Officer, Ranaghat
 • MPTapas Mandal
Elevation
8 m (26 ft)
Population
 (2011)
 • Total୨,୩୫,୫୮୩(suburban only)
Languages
 • OfficialBengali, English
Time zoneUTC+5:30 (IST)
PIN
741201
Telephone code91-3473-2xxxxx
ଯାନବାହାନ ପଞ୍ଚୀକରଣWB-52
Lok Sabha constituencyRanaghat
Vidhan Sabha constituencyRanaghat Uttar Paschim
Websitewww.ranaghat.org


ରାଣାଘାଟ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ନଦିଅ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଣାଘାଟ ୨୩.୧୭୬୨ ଉତ୍ତର ଅକ୍ଷାଂଶ ଓ ୮୮.୫୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଣାଘାଟ ସହରର ମୋଟ ଜନସଂଖ୍ୟା ୬୮୭୫୪ ଅଟେ ।[୨] ସେଥି ମଧ୍ୟରୁ ୫୧.୦୦% ଜଣ ପରୁଷ ହୋଇଥିବା ବେଳେ ୪୯.୦୦% ଜଣ ନାରୀ ଅଟନ୍ତି । ରାଣାଘାଟର ସାକ୍ଷରତା ହାର ୮୩.୬୦% ଅଟେ । ଏହା ଜାତୀୟ ହାରଠାରୁ -୧୮.୭୬% ପ୍ରତିଶତ କମ ଅଟେ । ସେଥିରୁ ୪୪.୪୩% ପ୍ରତିଶତ ପୁରୁଷ ଓ ୩୯.୧୬% ନାରୀ ଅଟନ୍ତି । ୭.୬୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ରାଣାଘାଟର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]