ମେମାରି
ଦେଖଣା
Parulia | |
|---|---|
Town | |
| ଦେଶ | |
| ରାଜ୍ୟ | West Bengal |
| ଜିଲ୍ଲା | Bardhaman |
| Elevation | 25 m (82 ft) |
| Population (2001) | |
| • Total | ୪୧,୪୫୧ |
| ଭାଷା | |
| • ସରକାରୀ | Bengali, English |
| Time zone | UTC+5:30 (IST) |
| PIN | 713146 |
| Lok Sabha constituency | Bardhaman Purba |
| Vidhan Sabha constituency | Memari |
| Website | bardhaman |
ମେମାରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ବର୍ଦ୍ଧମନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମେମାରି ୨୩.୧୭୬୫ ଉତ୍ତର ଅକ୍ଷାଂଶ ଓ ୮୮.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେମାରି ସହରର ମୋଟ ଜନସଂଖ୍ୟା ୩୬୧୯୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୩୪% ଜଣ ନାରୀ ଅଟନ୍ତି । ମେମାରିର ସାକ୍ଷରତା ହାର ୬୯.୪୦% ଅଟେ । ଏହା ଜାତୀୟ ହାରଠାରୁ ୪.୫୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୯% ପ୍ରତିଶତ ପୁରୁଷ ଓ ୩୦.୪୧% ନାରୀ ଅଟନ୍ତି । ୧୧.୨୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ମେମାରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.