ମେମାରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Parulia
Town
ଦେଶ India
ରାଜ୍ୟWest Bengal
ଜିଲ୍ଲାBardhaman
Elevation
25 m (82 ft)
Population
 (2001)
 • Total୪୧,୪୫୧
ଭାଷା
 • ସରକାରୀBengali, English
Time zoneUTC+5:30 (IST)
PIN
713146
Lok Sabha constituencyBardhaman Purba
Vidhan Sabha constituencyMemari
Websitebardhaman.gov.in

ମେମାରି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ବର୍ଦ୍ଧମନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମେମାରି ୨୩.୧୭୬୫ ଉତ୍ତର ଅକ୍ଷାଂଶ ଓ ୮୮.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେମାରି ସହରର ମୋଟ ଜନସଂଖ୍ୟା ୩୬୧୯୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୩୪% ଜଣ ନାରୀ ଅଟନ୍ତି । ମେମାରିର ସାକ୍ଷରତା ହାର ୬୯.୪୦% ଅଟେ । ଏହା ଜାତୀୟ ହାରଠାରୁ ୪.୫୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୯% ପ୍ରତିଶତ ପୁରୁଷ ଓ ୩୦.୪୧% ନାରୀ ଅଟନ୍ତି । ୧୧.୨୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ମେମାରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]