ମୁଣ୍ଡାରି ଭାଷା
| ମୁଣ୍ଡାରି | |
|---|---|
| मुंडारी, মুন্ডারি, 𞓧𞓟𞓨𞓜𞓕𞓣𞓚 | |
ମୁଣ୍ଡାରି ବାଣି ଲିପିରେ "ମୁଣ୍ଡାରି" | |
| ମାତୃଭାଷା ଅଞ୍ଚଳ | ଭାରତ, ବଙ୍ଗଳାଦେଶ, ନେପାଳ |
| ଜାତିସତ୍ତା | ମୁଣ୍ଡା ଏବଂ ଭୁମିଜ |
ମାତୃଭାଷୀ | [a][୨] |
Austroasiatic
| |
| ବୋଲି |
|
| ମୁଣ୍ଡାରି ବାଣୀ ଓଲ ଓନାଲ (ଭୁମିଜ) ଅନ୍ୟ: ଓଡ଼ିଆ ଲିପି, ଦେବନାଗରୀ, ବଙ୍ଗାଳୀ–ଆସାମୀ ଲିପି, ଲାଟିନ ଲିପି | |
| ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: |
|
| ଭାଷା କୋଡ୍ | |
| ISO ୬୩୯-୩ | Either: unr – Mundari unx – Munda |
| ଗ୍ଲୋଟୋଲୋଗ | mund1320 |
| ELP | Bhumij |
Munadri (along with variety Bhumij) is classified as Vulnerable by the UNESCO Atlas of the World's Languages in Danger | |
ମୁଣ୍ଡାରି (Munɖari) ଅଷ୍ଟ୍ରୋଏସିଆଟିକ୍ ଭାଷା ପରିବାରର ଏକ ମୁଣ୍ଡା ଭାଷା ଏବଂ ପୂର୍ବ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ତଥା ବଙ୍ଗଳାଦେଶର ଉତ୍ତର ରଙ୍ଗପୁର ଡିଭିଜନର ମୁଣ୍ଡା ଜନଜାତିଙ୍କଦ୍ୱାରା କଥିତ ।[୩] ଏହା ସାନ୍ତାଳୀ ଭାଷା ସହିତ ଅତି ନିକଟତର ।[୪] ମୁଣ୍ଡାରି ଲେଖିବା ପାଇଁ ମୁଣ୍ଡାରି ବାଣୀ ଲିପି ରୋହିଦାସ ସିଂ ନାଗଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା ।[୫][୬] ଏହା ଦେବନାଗରୀ, ଓଡ଼ିଆ, ବଙ୍ଗାଳୀ ଏବଂ ଲାଟିନ୍ ଲେଖା ପ୍ରଣାଳୀରେ ମଧ୍ୟ ଲେଖାଯାଇଛି ।
ଇତିହାସ
[ସମ୍ପାଦନା]ଭାଷାବିତ ପଲ୍ ସିଡୱେଲ (୨୦୧୮)ଙ୍କ ଅନୁଯାୟୀ, ମୁଣ୍ଡା ଭାଷା ବୋଧହୁଏ ପ୍ରାୟ ୪୦୦୦–୩୫୦୦ ବର୍ଷ ପୂର୍ବେ ଇଣ୍ଡୋଚୀନଠାରୁ ଓଡ଼ିଶା ଉପକୂଳରେ ପହଞ୍ଚି ଏହା ଇଣ୍ଡୋ-ଆର୍ଯ୍ୟ ସ୍ଥାନାନ୍ତରଣ ପରେ ଓଡ଼ିଶାରେ ବ୍ୟାପି ଯାଇଥିଲା ।[୭]
ଭୌଗଳିକ ବିତରଣ
[ସମ୍ପାଦନା]Distribution of Mundari language (incl. Munda, Bhumij, and Bhumijali) in the state of India (2011)[୧]
ମୁଣ୍ଡାରି ଭାଷାକୁ ଝାଡ଼ଖଣ୍ଡର ରାଞ୍ଚି, ଖୁଣ୍ଟୀ, ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ ଜିଲ୍ଲା ଏବଂ ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଜିଲ୍ଲାର ଅତି କମରେ ୧.୧ ମିଲିୟନ ଲୋକ କଥା ହେଉଛନ୍ତି ।[୮] ଆହୁରି ୫୦୦,୦୦୦ ଲୋକ, ମୁଖ୍ୟତଃ ଓଡ଼ିଶା ଏବଂ ଆସାମର ଜନଗଣନାରେ ମୁଣ୍ଡା କହିବା ରେକର୍ଡ଼ କରାଯାଇଛି ଏବଂ ତାହା ମୁଣ୍ଡାରିର ଅନ୍ୟ ନାମ ବୋଲି ଅନୁମାନ କରାଯାଏ ।
ବ୍ୟାକରଣ
[ସମ୍ପାଦନା]ଏହା ଦାବି କରାଯାଇଛି ଯେ ମୁଣ୍ଡାରିରେ କୌଣସି ଶବ୍ଦ ଶ୍ରେଣୀ ନାହିଁ ।
ଆଧାର
[ସମ୍ପାଦନା]- 1 2 "C-16: Population by mother tongue, India - 2011". Office of the Registrar General & Census Commissioner, India.
- ↑ "Statement 1: Abstract of speakers' strength of languages and mother tongues – 2011" (PDF). www.censusindia.gov.in. Office of the Registrar General & Census Commissioner, India. Archived from the original on 6 March 2021. Retrieved 2018-07-07.
- ↑ "Mundari alphabet, pronunciation and description".
- ↑ "Mundari Bani".
- ↑ "BMS to intensify agitation on Mundari language". oneindia.com. Retrieved 4 April 2018.
- ↑ "Adivasi. Volume 52. Number 1&2. June&December 2012". Page 22
- ↑ Sidwell, Paul. 2018. "Austroasiatic Studies: state of the art in 2018" Archived 3 May 2019 at the Wayback Machine.. Presentation at the Graduate Institute of Linguistics, National Tsing Hua University, Taiwan, May 22, 2018.
- ↑ "Mundari". ethnologue.
- ↑ According to the 2011 Census, 1,128,228 people in India reported Mundari, 505,922 reported Munda, 27,506 reported Bhumij, and 34,651 reported Bhumijali as their mother tongue, totaling 1,696,307 individuals, or approximately 1.7 million.[୧]
- ↑ The Bhumij often considered as distinct language
<ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।