Jump to content

ଚେନ୍ନାଇ

ଉଇକିପିଡ଼ିଆ‌ରୁ
(ମାଡ୍ରାସରୁ ଲେଉଟି ଆସିଛି)
ଚେନ୍ନାଇ
ରାଜଧାନୀ, ସହର
Countryଭାରତ
Stateତାମିଲନାଡୁ
Districtଚେନ୍ନାଇ
ପୁରୁଣା ନାମମାଡ୍ରାସ
Government
 • MayorSaidai Duraisamy[]
 • Deputy MayorP. Benjamin
 • Corporation CommissionerD.Karthikeyan
 • Police CommissionerJ K Tripathy[]
Area
 • ରାଜଧାନୀ, ସହର426.7 km2 (164.48 sq mi)
 • Metro
1,189 km2 (464.45 sq mi)
Elevation
6 m (20 ft)
Population
 (2011)[]
 • ରାଜଧାନୀ, ସହର୪୬,୮୧,୦୮୭
 • Rank6th
 • Density26,702/km2 (69,160/sq mi)
 • Metro୮୬,୯୬,୦୧୦
 • Metro rank
୪th
 • Demonym
Chennaite
Time zoneUTC+05:30 (IST)
Postal index number
600 xxx,
ଯାନବାହାନ ପଞ୍ଚୀକରଣTN 01–10, 18, 20, 22
UN/LOCODEIN MAA
Telephone91-44-XXXX XXXX
ସରକାରୀ ଭାଷାତାମିଲ
Websitewww.chennaicorporation.gov.in


ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। []ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ।

ଚେନ୍ନାଇ ଟ୍ରେନ ଷ୍ଟେସନ

ପର୍ଯ୍ୟଟନ

[ସମ୍ପାଦନା]
  1. "Who's Who". About Corporation of Chennai. Corporation of Chennai. Archived from the original on 15 December 2012. Retrieved 10 September 2012.
  2. "Commissioner of Police". Government of Tamil Nadu. Retrieved 10 September 2012.
  3. "Tamil Nadu district wise population" (PDF). Census of Tamil Nadu. Retrieved 5 April 2011.
  4. "Urban Agglomerations/Cities having population 1 lakh and above" (PDF). Census of India. Retrieved 17 October 2011.
  5. http://www.madras.com/v/history/

ଅଧିକ ତଥ୍ୟ

[ସମ୍ପାଦନା]