ଚେନ୍ନାଇ
ଦେଖଣା
(ମାଡ୍ରାସରୁ ଲେଉଟି ଆସିଛି)
ଚେନ୍ନାଇ | |
---|---|
ରାଜଧାନୀ, ସହର | |
Country | ଭାରତ |
State | ତାମିଲନାଡୁ |
District | ଚେନ୍ନାଇ |
ପୁରୁଣା ନାମ | ମାଡ୍ରାସ |
Government | |
• Mayor | Saidai Duraisamy[୧] |
• Deputy Mayor | P. Benjamin |
• Corporation Commissioner | D.Karthikeyan |
• Police Commissioner | J K Tripathy[୨] |
Area | |
• ରାଜଧାନୀ, ସହର | 426.7 km2 (164.48 sq mi) |
• Metro | 1,189 km2 (464.45 sq mi) |
Elevation | 6 m (20 ft) |
Population (2011)[୩] | |
• ରାଜଧାନୀ, ସହର | ୪୬,୮୧,୦୮୭ |
• Rank | 6th |
• Density | 26,702/km2 (69,160/sq mi) |
• Metro | ୮୬,୯୬,୦୧୦ |
• Metro rank | ୪th |
• Demonym | Chennaite |
Time zone | UTC+05:30 (IST) |
Postal index number | 600 xxx, |
ଯାନବାହାନ ପଞ୍ଚୀକରଣ | TN 01–10, 18, 20, 22 |
UN/LOCODE | IN MAA |
Telephone | 91-44-XXXX XXXX |
ସରକାରୀ ଭାଷା | ତାମିଲ |
Website | www |
ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। [୫]ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ।

ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Who's Who". About Corporation of Chennai. Corporation of Chennai. Archived from the original on 15 December 2012. Retrieved 10 September 2012.
- ↑ "Commissioner of Police". Government of Tamil Nadu. Retrieved 10 September 2012.
- ↑ "Tamil Nadu district wise population" (PDF). Census of Tamil Nadu. Retrieved 5 April 2011.
- ↑ "Urban Agglomerations/Cities having population 1 lakh and above" (PDF). Census of India. Retrieved 17 October 2011.
- ↑ "ଆର୍କାଇଭ୍ କପି". Archived from the original on 2013-05-04. Retrieved 2013-05-06.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]ଚେନ୍ନାଇ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
ଉଇକିମିଡ଼ିଆ କମନ୍ସରେ Chennai-ସମ୍ପର୍କିତ ମିଡ଼ିଆ
- Official government website of Chennai District Archived 2011-04-29 at the Wayback Machine.
- Official website of the Corporation of Chennai

Wikivoyage has a travel guide for Chennai.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |