ତାରାପ୍ରସାଦ ଜେନା
ଦେଖଣା
(ବ୍ୟବହାରକାରୀ:Raj K. Mohapatra (Puri)/ତାରାପ୍ରସାଦ ଜେନାରୁ ଲେଉଟି ଆସିଛି)
ବିଶ୍ୱସନୀତା ପରଖିବା ପାଇଁ ଏହି ପ୍ରସଙ୍ଗଟିରେ ଅଧିକ ଆଧାର ଲୋଡ଼ା । (ଅକ୍ଟୋବର ୨୦୨୪) |
ତାରାପ୍ରସାଦ ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩ ମାର୍ଚ୍ଚ ୧୯୬୧ |
ମୃତ୍ୟୁ | ଗୋଡ଼ିପାଟଣା ସାହି, ରଣପୁର ନୟାଗଡ଼ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ତାରାପ୍ରସାଦ ଜେନା (ଜନ୍ମ: ୩ ମାର୍ଚ୍ଚ ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର ଓ ଶିଶୁ ସାହିତ୍ୟିକ ।[୧] ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଧରିତ୍ରୀ ଆଦି ଖବରକାଗଜ ଏବଂ ଅନ୍ୟାନ୍ୟ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କ ରଚନାବଳୀ ପ୍ରକାଶ ପାଇଛି ।[୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ତାରାପ୍ରସାଦ ଜେନା ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଗୋଡ଼ିପାଟଣା ସାହିରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ । ତାଙ୍କ ରଚନାରେ ଗ୍ରାମୀଣ ପରିବେଶର ଚିତ୍ରଣ ଓ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ସେ ବିଶେଷତଃ ଗୀତିକବିତା ରଚନା କରିଛନ୍ତି । ସେ ଓଡ଼ିଆ ଶିଶୁ ସାହିତ୍ୟ ପରିଷଦର ଜଣେ ଆଜୀବନ ସଦସ୍ୟ ।
ରଚନାବଳୀ
[ସମ୍ପାଦନା]- ମୋ କାଳିଆ ଧନ (୧୯୮୦)
- ଠେଙ୍ଗା ବିଚାର (ଗୀତିନାଟ୍ଯ, ୨୦୦୦)
- କୁହୁକ ପର (୨୦୧୦)
- ମା' ମଣିନାଗ ଭଜନମାଳା (୨୦୧୬)
ଆଧାର
[ସମ୍ପାଦନା]- ↑ Sāhu, B.K. (1995). Who's who in Oriya Children's Literature. Mayur Publications in collaboration with Research Institute of Oriya Children's Literature. ISBN 978-81-86040-44-7. Retrieved 12 December 2024.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୧୫. ISBN 81-903352-2-7.