Jump to content

ବ୍ୟବହାରକାରୀଙ୍କ ଆଲୋଚନା:Tika gobinda

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Tika gobinda,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!

ଭୁପତି ପଣ୍ଡିତ, ଦ୍ୱାରକା ଦାସ

[ସମ୍ପାଦନା]

ଆପଣଙ୍କ ଏହି ଲେଖାରେ କିଛି ଆଧାର ନାହିଁ, ଏବଂ ଉଇକି ଲିଖନ ଶୈଳୀ ଅନୁସାରେ ଲେଖା ଯାଇନାହିଁ । ଠିକ ଭାବେ ଲେଖା ନଗଲେ ଓ ଆଧାର ନ ଯୋଡ଼ିଲେ ଲିଭାଇ ଦିଆଯିବ । କିଛି ପ୍ରଶ୍ନ ଥିଲେ ପଚାରିବେ । ଅବଦାନ ପାଇଁ ଧନ୍ୟବାଦ । ଏବେ ଲେଖା ଦୁଇଟି ଏଇଠି User:Tika gobinda/ଭୁପତି ପଣ୍ଡିତ, User:Tika gobinda/ଦ୍ୱାରକା ଦାସ ରହିଲା, ଉନ୍ନତ କରି ଆଧାର ଯୋଡ଼ିବା ପରେ ପୁଣି ମୁଖ୍ୟ ଜାଗାକୁ ଆଣିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୨୩:୩୫, ୧୩ ମାର୍ଚ୍ଚ ୨୦୧୮ (IST)Reply