ବ୍ୟବହାରକାରୀ:Tika gobinda/ଦ୍ୱାରକା ଦାସ

ଉଇକିପିଡ଼ିଆ‌ରୁ

ଦ୍ୱାରକା ଦାସ ସପ୍ତଦଶ ଶତାବ୍ଦୀର ଶେଷ ଭାଗରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଥିବା ଜଣେ ଶୂଦ୍ରକବି ।ବାଙ୍କୀ ଡମପଡା ଅଞ୍ଚଳର ଭଗିପୁର ଠାରେ ମଠ କରି ଶେଷ ଜୀବନ କଟାଇଥିଲେ । ରଚନାବଳୀ ରେ ସୃଷ୍ଟିତତ୍ତ୍ୱ ,ଶୂନ୍ୟବାଦ ,ଷଟଚକ୍ର,ଗୋଲାହାଟ,ଅଷ୍ଟାଙ୍ଗଯୋଗ ଆଦି ଥିବାରୁ ପରମ ସାଧକ ଭାବେ ଗ୍ରହଣ କରାଯାଏ ।

  ରଚିତ ଗ୍ରନ୍ଥ
       ପରଚେ ଗୀତା
       ଶିବ ପୁରାଣ
       ପରଚେ ଚୂଡାମଣି
       ଗୁପ୍ତ ଗୀତା
        ଗୋବିନ୍ଦ ଗୀତା
       ଜ୍ଞାନସାଗର ଗୀତା
       ଭାଗବତ(ତ୍ରୋୟଦଶ ସ୍କନ୍ଧ)
       ମହାଭାରତ
       ରାମାୟଣ
       ବ୍ରହ୍ମମୁଦଗର
       ମନସା ମଙ୍ଗଳ
       ଗୀତାତତ୍ତ୍ୱ
       ଛ ପୋଇ
       ନ ପୋଇ
       ତେର ପୋଇ
       ଭକ୍ତି ରସମୃତ
       ସଂସାରବୋଧ ଚଉତିଶା
       ଗୁଣ୍ଡିଚା କେଳି
       ପ୍ରେମରସ ଚନ୍ଦ୍ରିକା