ବ୍ୟବହାରକାରୀ:Tika gobinda/ଦ୍ୱାରକା ଦାସ
ଦେଖଣା
ଦ୍ୱାରକା ଦାସ ସପ୍ତଦଶ ଶତାବ୍ଦୀର ଶେଷ ଭାଗରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଥିବା ଜଣେ ଶୂଦ୍ରକବି ।ବାଙ୍କୀ ଡମପଡା ଅଞ୍ଚଳର ଭଗିପୁର ଠାରେ ମଠ କରି ଶେଷ ଜୀବନ କଟାଇଥିଲେ । ରଚନାବଳୀ ରେ ସୃଷ୍ଟିତତ୍ତ୍ୱ ,ଶୂନ୍ୟବାଦ ,ଷଟଚକ୍ର,ଗୋଲାହାଟ,ଅଷ୍ଟାଙ୍ଗଯୋଗ ଆଦି ଥିବାରୁ ପରମ ସାଧକ ଭାବେ ଗ୍ରହଣ କରାଯାଏ ।
ରଚିତ ଗ୍ରନ୍ଥ ପରଚେ ଗୀତା ଶିବ ପୁରାଣ ପରଚେ ଚୂଡାମଣି ଗୁପ୍ତ ଗୀତା ଗୋବିନ୍ଦ ଗୀତା ଜ୍ଞାନସାଗର ଗୀତା ଭାଗବତ(ତ୍ରୋୟଦଶ ସ୍କନ୍ଧ) ମହାଭାରତ ରାମାୟଣ ବ୍ରହ୍ମମୁଦଗର ମନସା ମଙ୍ଗଳ ଗୀତାତତ୍ତ୍ୱ ଛ ପୋଇ ନ ପୋଇ ତେର ପୋଇ ଭକ୍ତି ରସମୃତ ସଂସାରବୋଧ ଚଉତିଶା ଗୁଣ୍ଡିଚା କେଳି ପ୍ରେମରସ ଚନ୍ଦ୍ରିକା