ବ୍ୟବହାରକାରୀ:Tika gobinda/ଭୁପତି ପଣ୍ଡିତ

ଉଇକିପିଡ଼ିଆ‌ରୁ

ଭୁପତି ପଣ୍ଡିତ ପଶ୍ଚିମା ବ୍ରାହ୍ମଣ ,ରାଜା ଦିବ୍ୟସିଂହ ଦେବଙ୍କ ସମ ସାମୟିକ। ପୁରୀ ଜିଲ୍ଲା ଜଟଣୀ ନିକଟସ୍ଥ ରଥିପୁର କଟକରେ ଅବସ୍ଥାପିତ ହୋଇଥିଲେ ।ଚୈତନ୍ୟ ଦାସଙ୍କ ଦ୍ୱାରା ବୈଷ୍ନବ ଧର୍ମରେ ଦୀକ୍ଷିତ । ଲିଖିତ କାବ୍ୟ "ପ୍ରେମ ପଞ୍ଚାମୃତ" "ଉଦ୍ଧବ ଚୌତିଶା" ଭୁପତି ଚୌତଶା" ।ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ 1695 ରେ ପ୍ରେମ ପଞ୍ଚାମୃତ ସଂପୂର୍ଣ ହୋଇଥିଲା ।