Jump to content

ବ୍ୟବହାରକାରୀଙ୍କ ଆଲୋଚନା:Soumendrak/Flow

Page contents not supported in other languages.

ଏ ଫଳକ ବାବଦରେ

MediaWiki message delivery (ଆଲୋଚନାଅବଦାନ)

Hello

This is an important message regarding this page.

This page uses Structured Discussions/Flow, an obsolete tool that causes many maintenance problems. It has been decided to remove this tool from the wikis.

As of December 16, it will no longer be possible to add a new topic or post a message on this page.

Before this date, you can move or have this page moved to a subpage, in order to archive it. Once moved, this page will become a standard discussion page.

If you get this message on your personal talk page, it is probably because you turned Structured Discussions on, using the Beta features page. Please check there if you can to turn Structured Discussions off.

If you haven't moved this page by December 16, a script will automatically move the page to an archive page (the format will be Page name/Flow). The page using Structured Discussions/Flow will then be made read-only.

If you have any questions, please let me know!

Trizek_(WMF)

"This page will be moved and archived"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ଏସିଆ ମାସ ଗଣସମ୍ପାଦନା ୨୦୨୪ରେ ଯୋଗ ଦେବାକୁ ଅନୁରୋଧ

୨୦୨୪ ନଭେମ୍ବର ୦୧ - ୩୦

ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ଏସିଆ ମାସ ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତ ବାହାରେ ଏସିଆ ମହାଦେଶରୁ କିଛି ପ୍ରସଙ୍ଗ ।ଅପେକ୍ଷାରେ,

ସଂଗ୍ରାମ କେଶରୀ ସେନାପତି (ଗପୁ)

"ଏସିଆ ମାସ ଗଣ-ସମ୍ପାଦନା ୨୦୨୪ରେ ଭାଗ ନେବାକୁ ଅନୁରୋଧ"ଙ୍କୁ ଉତ୍ତର
Oirattas (ଆଲୋଚନାଅବଦାନ)
"Translation request"ଙ୍କୁ ଉତ୍ତର

ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪

1
MediaWiki message delivery (ଆଲୋଚନାଅବଦାନ)

ଆଦରର ଓଡିଆ ଉଇକିଆଳି,

ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link

ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78

ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।

ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।


ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!

ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ

"ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ପରମ ବରୀ ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୧୫ ସେପ୍ଟେମ୍ବର - ୨୦ ସେପ୍ଟେମ୍ବର ୨୦୨୩ ଅଧିକ ଜାଣନ୍ତୁ!

ଆସନ୍ତା ୧୫ ସେପ୍ଟେମ୍ବରରୁ ଓଡ଼ିଆ ଉଇକପିଡ଼ିଆରେ ପରମ ବୀର ଚକ୍ର ଗଣସମ୍ପାଦନା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକମାନଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ ।

ଏହି ଗଣ-ସମ୍ପାଦନାରେ ଆପଣଙ୍କର ସହଯୋଗ ଅତ୍ୟନ୍ତ କାମ୍ୟ । ସମୟ ବାହାର କରି ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ ।

ଅଂଶଗ୍ରହଣ କରନ୍ତୁ ପ୍ରସଙ୍ଗ ତାଲିକା ଦେଖନ୍ତୁ ନିୟମାବଳୀ

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)

"ପରମ ବରୀ ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ"ଙ୍କୁ ଉତ୍ତର

୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ

2
Ssgapu22 (ଆଲୋଚନାଅବଦାନ)
ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୨୩ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୩ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିବା ଭଳି ଭବିଷ୍ୟତର ଗଣ-ସମ୍ପାଦନା ସବୁରେ ଆପଣଙ୍କର ଏମିତି ସହଯୋଗ କାମନା କରୁଛୁ । - ଗପୁ (ମୋ ଆଲୋଚନା) ୧୯:୪୮, ୧୭ ଅଗଷ୍ଟ ୨୦୨୩ (IST)
Soumendrak (ଆଲୋଚନାଅବଦାନ)

🇮🇳 ଧନ୍ୟବାଦ ଗପୁ ଭାଇ 🙏🏼

"୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।
"ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩ ନିମନ୍ତ୍ରଣ"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)
"Invitation to Rejoin the [https://mdwiki.org/wiki/WikiProjectMed:Translation_task_force Healthcare Translation Task Force]"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ରଥଯାତ୍ରା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ ଆୟୋଜିତ ହୋଇଥିବା ରଥଯାତ୍ରା ଗଣସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା । - ଗପୁ (ମୋ ଆଲୋଚନା) ୨୦:୨୯, ୧୧ ଅଗଷ୍ଟ ୨୦୨୩ (IST)
"ରଥଯାତ୍ରା ଗଣସମ୍ପାଦନା ୨୦୨୩ ସାଧୁବାଦ"ଙ୍କୁ ଉତ୍ତର
SZAIMI (ଆଲୋଚନାଅବଦାନ)
"Request"ଙ୍କୁ ଉତ୍ତର