ଏସିଆ ମାସ ଗଣସମ୍ପାଦନା ୨୦୨୪ରେ ଯୋଗ ଦେବାକୁ ଅନୁରୋଧ ୨୦୨୪ ନଭେମ୍ବର ୦୧ - ୩୦ ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ଏସିଆ ମାସ ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତ ବାହାରେ ଏସିଆ ମହାଦେଶରୁ କିଛି ପ୍ରସଙ୍ଗ । ଭାଗ ନିଅନ୍ତୁ ଅପେକ୍ଷାରେ, ସଂଗ୍ରାମ କେଶରୀ ସେନାପତି (ଗପୁ)