Jump to content

ବ୍ୟବହାରକାରୀଙ୍କ ଆଲୋଚନା:SRIKANTA KUMAR NAYAK

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର SRIKANTA KUMAR NAYAK,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ବାଡ଼େଇବେ! ୧୫:୩୧, ୭ ଜୁଲାଇ ୨୦୧୮ (IST)[reply]

ଆପଣଙ୍କ ନୁଆ ଲେଖା

[ସମ୍ପାଦନା]

ଏହି ଲେଖାଦୁଇଟିକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:SRIKANTA KUMAR NAYAK/ଚନ୍ଦ୍ରଭାଗା, ବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବା ଉଇକିପଡ଼ିଆର ପ୍ରସଙ୍ଗ ଗଢ଼ଣ ଶୈଳୀ ଅନୁସାରେ ଲେଖି ଆଧାର ଯୋଡ଼ିଲା ପରେ ମୂଖ୍ୟ ସ୍ପେସକୁ ନେଇପାରିବା । -- ଅଂଶୁମାନ ବାଡ଼େଇବେ! ୧୫:୪୩, ୭ ଜୁଲାଇ ୨୦୧୮ (IST)[reply]