ବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବା

ଉଇକିପିଡ଼ିଆ‌ରୁ

ସ୍ୱତ୍ଵଲିପି ଅନୁସାରେ, ‘ଘଣ୍ଟସେବା’ ଓ ‘ଘଣ୍ଟୁଆ’ ସେବା ଶାଢୀବନ୍ଧା ସେବା । ‘ଘଣ୍ଟୁଆ’ (କ) ‘ପୁରୀ’ ଖରୁଡା ସେବକ’ ଓ (ଖ) ‘ଭଟିମୁଣ୍ଡା’ କଂସାରୀ ସେବକ ଆଦି ଦୁଇଭାଗରେ ସୂଚିତ କରାଯାଇଛି। (୧) ପୁରୀନଗର ଖରୁଡା ଓ (୨) ଘଣ୍ଟିମୁଣ୍ଡା କଂସାରି ଘଣ୍ଟବାଦକ ଭାବରେ ଦୁଇଭାଗରେ ବିଭକ୍ତ କରିଛନ୍ତି। (କ) ଖରୁଡା ଖଣ୍ଟୁଆ ସେବକ ଶାଢୀବନ୍ଧା ସେବକ ହୋଇଥିବା ବେଳେ (ଖ) ଶାଢୀବନ୍ଧା ସେବ ହୋଇନଥାନ୍ତି। (କ) ଖରୁ୍ଡା ଖଣ୍ଟୁଆ ସେବକ ବଂଶାନୁକ୍ରମେ ଘଣ୍ଟବାଦକ ସେବା କରୁଆସୁଛନ୍ତି ଓ (ଖ) କଂସାରୀ ଘଣ୍ଟୁଆ ପରେ କୌଣସି କାରଣରୁ ଘଣ୍ଟ ବାଦକ ସେବାରେ ନିଯୁକ୍ତି ହୋଇଛନ୍ତି। ଅଧିକାଂଶ କଂସାରି କଂସା ଧାତୁରେ ତିଆରି ଘଣ୍ଟ ନିର୍ମାଣ କରୁଥିବା ବେଳେ ଖରୁଡାମାନେ ଘଣ୍ଟ ଏବଂ ଅନ୍ୟ କଂସା ପିତ୍ତଳ ଆଦି ଧାତୁ ସାମଗ୍ରୀ ସେମାନଙ୍କ ଠାରୁ ଅଧିକାଂଶ କ୍ରୟ (ଖରଦି) ବ୍ୟବସାୟ କରିଥାନ୍ତି । (୧) ପୁରୀ ଶହର ଖରୁଡା ସାଧାରଣତଃ ମୂଳ କୁମୁଟି ପାଟଣା, କୁମୁଟି ସାହି, କୁଣ୍ଢେଇବେଣ୍ଟ ସାହିର ମୂଳ ବାସିନ୍ଦା । କ୍ରମେ ବର୍ତ୍ତମାନେ ସେମାନେ ମଧ୍ୟରୁ କେତେକ ଅନ୍ୟ ଜାଗାମାନଙ୍କୁ ସାନ୍ତାନ୍ତରିତ ହୋଇ ମଧ୍ୟ ଏବେ ବି ଜଗନ୍ନାଥଙ୍କ ସେବା କରିଆସୁଛନ୍ତି । କେତେକ ଖରୁଡା ମଧ୍ୟ ଓଡିଶା ବାହାର ବସବାସ କରୁଥିଲେ ମଧ୍ୟ ରଥଯାତ୍ରା ସମୟରେ ପୁରୀ ଆସି ସେମାନଙ୍କ ସେବା କରିଥାନ୍ତି ।

ମୂଳ କୁମୁଟି ପାଟଣାର ଏକ ଖରୁଡା ଖଣ୍ଟୁଆ ସେବକ ପରିବାର କେତେକ ସଦସ୍ୟ ନୂଆ ଦିଲ୍ଲୀରେ ରହୁଛନ୍ତି । ସେମାନେ ହେଲେ ଖରୁଡା ଘଣ୍ଟୁଆ (କ) ସେବସ ଶ୍ରୀ ହାଡିବନ୍ଧୁ ନାୟକ ପିତା. ପାଞ୍ଛାନିଧି ନାୟକ, ମୂଳ ବାସିନ୍ଦା କୁମୁଟି ପାଟଣା । ବର୍ତ୍ତମାନ ନବକଳେବର ରୋଡ ପୁରୀରେ । ପ୍ରଶାନ୍ତ କୁମାର ନାୟକ ପିତା ହାଡିବନ୍ଧୁ ନାୟକ, ବର୍ତ୍ତମାନ ନବକଳେବର ରୋଡ ପୁରୀରେ । ସୁଶାନ୍ତ କୁମାର ନାୟକ, ପିତା ହାଡିବନ୍ଧୁ ନାୟକ । ଶ୍ରୀକାନ୍ତ କୁମାର ନାୟକ, ପିତା ହାଡିବନ୍ଧୁ ନାୟକ । ସୁମନ୍ତ କୁମାର ନାୟକ, ପିତା ହାଡିବନ୍ଧୁ ନାୟକ ଏମାନେ ନୂଆଦିଲ୍ଲୀରେ ରହୁଛନ୍ତି । ଘଣ୍ଟ ସେବା ପାଇଁ ପୁରୀ ଆସି ସେମାନଙ୍କ ସେବା କରିଆସୁଛନ୍ତି । ଏମାନଙ୍କ ପୁଅମାନନେ ହେଲେ ହ୍ରିତେଶ ନାୟକ, ପିତା ସୁଶାନ କୁମାର ନାୟକ । ବାସୁଦେବ ନାୟକ, ପିତା ଶ୍ରୀକାନ୍ତ କୁମାର ନାୟକ । ସୁମନ୍ତ କୁମାର ନାୟକ, ପିତା ସନ୍ଦୀପ ନାୟକ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ଘଣ୍ଟୁଆ ସେବକ । ଖରୁଡା ଘଣ୍ଟୁଆ ସେବା ବଂଶାନୁକ୍ରମେ ଶାଢୀବନ୍ଧା ସେବା ଅଟେ ।