ବ୍ୟବହାରକାରୀଙ୍କ ଆଲୋଚନା:Kukunmishra

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Kukunmishra,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୦୭:୩୮, ୮ ଅପ୍ରେଲ ୨୦୧୪ (UTC)

ପ୍ରସଙ୍ଗ[ସମ୍ପାଦନା]

ଭାଇ, ନିଜ ଉପରେ ପ୍ରସଙ୍ଗ ଏମିତି ରଖିହେବନି । ଉପରେ ଦିଆଯାଇଥିବା ପୃଷ୍ଠାରେ କିଛି ନିଯମାବଳୀ ଅଛି, ପଢିବାକୁ ଅନୁରୋଧ । -- ଅଂଶୁମାନ ତାର ଯୋଡ଼ିବେ? ୦୭:୩୮, ୮ ଅପ୍ରେଲ ୨୦୧୪ (UTC)

ଇଂରାଜୀ ନାମ[ସମ୍ପାଦନା]

ଭାଇ ଓଡ଼ିଆ ଉଇକିପିଡ଼ିଆ ପ୍ରତି ଆପଣଙ୍କ ଆଗ୍ରହ ଦେଖି ଖୁସି ଲାଗୁଛି । ଆପଣ ବହୁତ ସୁନ୍ଦର ଭାବେ Chatrapur ଲେଖାଟି ଲେଖିଛନ୍ତି କିନ୍ତୁ ଏହା ଇଂରାଜୀରେ.... । ଏହି ସମାନ ଲେଖା ଆଗରୁ ଲେଖାଯାଇସାରିଛି → ଛତ୍ରପୁର, ଗଞ୍ଜାମ । ଆପଣ ଯଦି ପାରିବେ ତେବେ ଓଡ଼ିଆରେ ଥିବା ଛତ୍ରପୁର ଲେଖାଟିକୁ ଅଧିକ ଉନ୍ନତ କରିବାରେ ସହଯୋଗ କରନ୍ତୁ । ଯଦି କିଛି ପଚାରିବ ପାଇଁ ଚାହୁଁଥାନ୍ତି ତେବେ ଚାଟସଭାରେ ପଚାରିପାରିବେ ।--ଶିତିକଣ୍ଠ (ଆଲୋଚନା) ୧୬:୪୮, ୧୯ ଅପ୍ରେଲ ୨୦୧୪ (UTC)