Jump to content

ବ୍ୟବହାରକାରୀଙ୍କ ଆଲୋଚନା:Ansumang/Archive 1

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଜ୍ଞା ନମସ୍କାର

[ସମ୍ପାଦନା]

ମୁ ଚାହୁଞ୍ଚି କିଛି ଲେଖା ଅବଦାନ କରିବାକୁ ଓଡିଶାର ବର୍ତମାନ ଶିଖ୍ୟା ପରିସ୍ଥିତି ବିଷୟରେ . ନିଜ ବିଷୟରେ ଆଉ ନିଜ ଗାଁ ବିଷୟରେ ବି ଲେଖିବାକୁ ଚାହୁଁଛି। ଦୟାକରି କହିବେ କି ଏକାଥରେ କେମିତି ଲେଖି ପାରିବି ମତେ ଲିଙ୍କ ଗୁଡିକ ଦେଇ ଦିଅନ୍ତୁ। ଧନ୍ୟବାଦ ଜ୍ଞାନରଞ୍ଜନ ସାହୁ

ଲେଖା ଗୁଡାକ ବୁଝିବା କଷ୍ଟ ହଉଚି. I mean it feels like translating from English, not native Odia. I got a mail from wiki....but dont think i understand much of what was sent in a poorly translated odia text. I think you asked me to be more active. If that's the case, i am there. Just brief me what is the current work in the community and where i can get in.


Hi, testing..ସୁଭାସିସପାଣିଗାହି.ମୋତେ କହିବେ କିଛି?

Recheck the page, when you delete a template/files/metafile

[ସମ୍ପାଦନା]

Bhai, you had deleted this page two times. Bhai please recheck that, where the page has been use.. you can see that by going to ବିଶେଷ:ଏଠାରେ_କଣ_ଲିଙ୍କ_ଅଛି/Page Name. --Srikant Kedia ୦୬:୧୩, ୨ ଏପ୍ରିଲ ୨୦୧୨ (UTC)

hmm i know, missed. Thank you, will be careful. -- ଅηsuмaη Talk ୧୦:୨୮, ୨ ଏପ୍ରିଲ ୨୦୧୨ (UTC)

ଧନ୍ୟବାଦ, ଅଂଶୁମାନ, ଏଇଟା କେବଳ ପରୀକ୍ଷା କରୁଥିଲି, ମୋ ପାଖରେ ଆଉ କେତେକ ନିଜସ୍ୱ ଛବି ରହିଛି, ଯାହାକୁ ମୁଁ କମନସରେ ଅପଲୋଡ କରିବି।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୧:୦୧, ୧୬ ଜୁଲାଇ ୨୦୧୨ (UTC)

Hello. I am going to remove a lot of vandalism for your wiki, so it will help a lot if I cut get "Rollback". I am somone you can trust, see m:User:Simeondahl. I hope i can get it, and please replay on m:User talk:Simeondahl, Thanks. Greetings Simeondahl (ମୋ ଆଲୋଚନା) ୦୮:୦୩, ୨୧ ଅଗଷ୍ଟ ୨୦୧୨ (UTC)

Replied there, thanks. -- ଅଂଶୁମାନ ତାର ଯୋଡ଼ିବେ? ୧୬:୩୨, ୭ ସେପ୍ଟେମ୍ବର ୨୦୧୨ (UTC)

ଉଇକିପିଡିଆ ନା ଵିକି/ ୱ ରେ ଇ କାର୍ ମାତ୍ରା

[ସମ୍ପାଦନା]

ଏହି ପ୍ରଧାନ ପୃଷ୍ଠା ନାମ ରେ ବିସଙ୍ଗତି ଥିବା ପରି ମନେହୁଏ | ଏହାକୁ ଉଇକିପିଡିଆ ନ କରି ୱ ରେ ଇ କାର ମାତ୍ରା ବ୍ୟବହାର କଲେ ବୋଧହୁଏ ବେଶି ଭଲ ହୁଅନ୍ତା ଅମିତାଭ୍ ପାତ୍ର, ବରଗଡ, ମୋ:୮୭୬୩୩୨୪୨୯୯

ଏହା ମୋର ବ୍ୟକ୍ତିଗତ ନିର୍ଣ୍ଣୟ ନୁହେଁ, କି କିଏ ଜଣେ ଚାହିଁଲେ ହେବନି । ସମସ୍ତେ, ଖାସ କରି ଯେଉଁମାନେ କାମ କରୁଛନ୍ତି ଚାହିଁଲେ ହୋଇପାରିବ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୩୨, ୭ ସେପ୍ଟେମ୍ବର ୨୦୧୨ (UTC)

Hi Ansumang, can you tell me how to transkribe the name of the Canadian poet en:Patrick Lane? Greetings --Donenosy (ମୋ ଆଲୋଚନା) ୧୨:୦୦, ୧୦ ଜାନୁଆରୀ ୨୦୧୩ (UTC)

transkribe!? Are you asking about meta:Help:Transwiki or en:Wikipedia:TRANSCRIPTION#Translations and transcriptions? What you wanna do?-- ଅଂଶୁମାନ ତାର ଯୋଡ଼ିବେ? ୧୩:୨୦, ୧୦ ଜାନୁଆରୀ ୨୦୧୩ (UTC)

Yust the spelling of the first name (IPA: /ˈpætrɪk/) and family name (/leɪn/). Not the translation of the hole article. Thanks --Donenosy (ମୋ ଆଲୋଚନା) ୨୧:୨୫, ୧୦ ଜାନୁଆରୀ ୨୦୧୩ (UTC)

Okay, then add {{IPAc-en|ˈ|p|æ|t|r|ɪ|k|_|l|eɪ|n}}, after Patrick Lane_ which gives /ˈpætrɪk ln/. For more parameter refer en:Template:IPAc-en. Please let me know if you need any further assistance. -- ଅଂଶୁମାନ ତାର ଯୋଡ଼ିବେ? ୦୬:୩୨, ୧୧ ଜାନୁଆରୀ ୨୦୧୩ (UTC)
I guess he was asking how to write it in Odia script, if so here it is: ପ୍ୟାଟ୍ରିକ ଲେନ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୩୪, ୧୧ ଜାନୁଆରୀ ୨୦୧୩ (UTC)
That'it. Thank you so much. --Donenosy (ମୋ ଆଲୋଚନା) ୧୪:୧୨, ୧୧ ଜାନୁଆରୀ ୨୦୧୩ (UTC)

Please fill out our brief Individual Engagement Grant survey

[ସମ୍ପାଦନା]

Hello, the Wikimedia Foundation would like your feedback on Individual Engagement Grants! We have created a brief survey to help us better understand your experience participating in the IEG program and how we can improve for the future. You are being selected to participate in our survey because you created an IEG grant proposal.

Click here to be taken to the survey site.

The survey should take less than 10 minutes to complete. We really appreciate your feedback! And we hope to see you in the IdeaLab soon.

Happy editing,

Siko and Jonathan, Grantmaking & Programs, Wikimedia Foundation.

This message was sent via Global message delivery on ୦୧:୫୭, ୧୧ ଅପ୍ରେଲ ୨୦୧୩ (UTC)

ULS ରେ ବନାନ ଭୁଲ

[ସମ୍ପାଦନା]

ଆରେ Transliteration/Inscript ସେ ସ୍କ୍ରିନ ସଟ‌ଟା ଦେଖ ଟିକେ, ବନାନ ଗୁଡ଼ା ଭୁଲ ଆସୁଛି । ଟିକେ ଠିକ କରିଦବ୍ୁ କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୦୪, ୨ ଜୁଲାଇ ୨୦୧୩ (UTC)

ମୁଁ ଚେଷ୍ଟା କରିଥିଲି, ନାରାୟମ ପାଇଁ ଏସବୁ ଇଂରାଜୀରେ ଅଛି, translatewiki.net ରେ । କିନ୍ତୁ ULS ପାଇଁ ପାଇଲିନି, ଦେଖିବି ଆଉଥରେ । ବଗ ରିପୋର୍ଟ କରିଥିଲୁ ପରା କଣହେଲା? -- ଅଂଶୁମାନ ତାର ଯୋଡ଼ିବେ? ୦୨:୩୩, ୪ ଜୁଲାଇ ୨୦୧୩ (UTC)
ହଁ, ‌ବଗଟା ଏଯାଏ ULS ରେ Deploy ହେଇନି । ମୁଁ ଗୁଗଲ ସର୍ଚରୁ ଏଇଟା ପାଇଲି, ଜାଣିପାରୁଛୁ କି କେଉଁଠି ଏଇଟାକୁ ବଦଳେଇ ହବ? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୩୫, ୫ ଜୁଲାଇ ୨୦୧୩ (UTC)