ବ୍ୟବହାରକାରୀଙ୍କ ଆଲୋଚନା:ପ୍ରଶାନ୍ତ କୁମାର ମଙ୍ଗରାଜ

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର ପ୍ରଶାନ୍ତ କୁମାର ମଙ୍ଗରାଜ,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ବାଡ଼େଇବେ! ୧୮:୪୧, ୨୦ ଅକ୍ଟୋବର ୨୦୧୯ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ, ଆପଣଙ୍କ ସମ୍ପାଦନା ଓ ଉଇକିପିଡ଼ିଆର ଲିଖନ ଶୈଳୀ[ସମ୍ପାଦନା]

ଆଦରର @ପ୍ରଶାନ୍ତ କୁମାର ମଙ୍ଗରାଜ: ଆପଣ ନିକଟରେ ଉଇକିପିଡ଼ିଆରେ କରିଥିବା କେତେକ ସମ୍ପାଦନା ପାଇଁ ଆପଣଙ୍କୁ ଧନ୍ୟବାଦ । ତେବେ ଏଥିମଧ୍ୟରୁ କିଛି ସମ୍ପାଦନା ଉଇକିପିଡ଼ିଆ:ନିୟମାବଳୀର ଉଲ୍ଲଂଘନ ହୋଇଥିବାରୁ ସେସବୁକୁ ପଛକୁ ଫେରାଇ ଦିଆଯାଇଛି । ଆପଣଙ୍କ ସମ୍ପାଦନା ଭିତରେ ଓଡ଼ିଆ ଶିଶୁ ସାହିତ୍ୟ ଭିତରେ ନିଜ ବାବଦରେ ଉଲ୍ଲେଖ କରିବା, କୌଣସି ଉଇକିପିଡ଼ିଆ:ଆଧାର ନ ଦେଇ ରବୀନ୍ଦ୍ର ବିଶ୍ୱାଳ ପ୍ରସଙ୍ଗ ତିଆରି କରିବା ଓ ତାକୁ ଓଡ଼ିଆ ଶିଶୁ ସାହିତ୍ୟ ପ୍ରସଙ୍ଗରେ ରଖିବା ବେଳେ ସେଥିରେ ଉଇକିପିଡ଼ିଆ ବାହାରର ଲିଙ୍କ ଦେବା ଆଦି ଅନ୍ୟତମ । ଦୟାକରି ଏହି ଲିଙ୍କରୁ ଉଇକିପିଡ଼ିଆ ସମ୍ପାଦନା ବାବଦରେ ଅଧିକ ପଢ଼ି ଆଗକୁ ସମ୍ପାଦନା କରିବା ପାଇଁ ଅନୁରୋଧ । --ସୁଭ (ଆଳାପ) ୧୯:୨୭, ୯ ସେପ୍ଟେମ୍ବର ୨୦୨୦ (IST)[reply]

ଓଡିଆ ଶିଶୁ ଉପନ୍ୟାସ[ସମ୍ପାଦନା]

ଓଡ଼ିଆ ଶିଶୁ ଉପନ୍ୟାସ, ୧ ବଣରେ ଲାଗିଛି ନିଆଁ ୨ଆଖି ଖୋଲି ଦେଲେ ଆଚାର୍ଯ୍ୟବାବୁ

୩ ସଖୀ ପାଇଁ ଆଖି

୪ ନରକପୁରୀରେ ନବେ ଦିନ ୫ ବିଷ ମଣିଷ ୬ କୁନି ବଣି ୭ ନିଜକୁ ଗଢିବାର ବେଳ ୮ ମୁଁ ବି ଆମ୍ବେଦକର ପ୍ରଶାନ୍ତ କୁମାର ମଙ୍ଗରାଜ (ମୋ ଆଲୋଚନା) ୨୧:୦୭, ୧୨ ସେପ୍ଟେମ୍ବର ୨୦୨୨ (IST)[reply]

କୁନି ବଣି ପ୍ରଶାନ୍ତ କୁମାର ମଙ୍ଗରାଜ (ମୋ ଆଲୋଚନା) ୦୦:୦୬, ୨୪ ଜାନୁଆରୀ ୨୦୨୪ (IST)[reply]