ଓଡ଼ିଆ ଶିଶୁ ସାହିତ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
Odia Sahitya.png

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ପିଲାଙ୍କ ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ହେଉଛି ଶିଶୁ ସାହିତ୍ୟ । ଓଡ଼ିଶାରେ ଶିଶୁ ସାହିତ୍ୟର ଏକ ବିସ୍ତୃତ ଇତିହାସ ଅଛି । ଆଈର କାହାଣୀ ପେଡି ,ମାଆର ଜହ୍ନମାମୁ ଗୀତ, ସାଙ୍ଗ ସାଥୀଙ୍କ ସହ ଖେଳିବା ବେଳେ ଶିଶୁ ମୁହଁର ଗୀତ ସବୁ ପୁରାକାଳରେ ଶିଶୁର ବିନୋଦନ ଓ ମନୋରଞ୍ଜନ କ୍ଷେତ୍ରରେ ସହାୟକ ହେଉଥିଲା । ଏସବୁ ଶିଶୁ ସାହିତ୍ୟ ଆରମ୍ଭ ପର୍ଯ୍ୟାୟର କଥା । ପରବର୍ତ୍ତୀ ସମୟରେ ବିଭିନ୍ନ ପୁରାଣ କାହାଣୀ ,ରହସ୍ୟ କଥା ଓ କଉତୁକ ଗୀତସବୁ ଶିଶୁର କଅଁଳ ମନକୁ ବେଶ କିଛି ବର୍ଷ ଧରି ପ୍ରଭାବିତ କରି ରଖିଥିଲା । ଓଡ଼ିଆରେ ରଚିତ ଶିଶୁ ଉପଯୋଗୀ ଲେଖା (କବିତା, ଗପ, ଉପନ୍ୟାସ) ଓଡ଼ିଆ ଶିଶୁ ସାହିତ୍ୟର ମୁଖ୍ୟ ବିଭବ । ଓଡ଼ିଆ ଶିଶୁ ସହିତ୍ୟ ପ୍ରଥମତଃ ଶିଶୁକୁ ମନୋରଞ୍ଜନ ଦେଇଥାଏ । ଦ୍ୱିତୀୟରେ ଏହା ଶିକ୍ଷଣୀୟ ହୋଇଥିବାରୁ ଶିଶୁର ଜୀବନଗଠନରେ ସହାୟକ ହୋଇଥାଏ ।

ରଚନା[ସମ୍ପାଦନା]

ଗଳ୍ପ

ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ରଚିତ ଶିଶୁସାହିତ୍ୟ

୧ କଥା ଓ ଲଥା (୧୯୯୧)

ଦିଗରାଜ ବ୍ରହ୍ମାଙ୍କ ରଚିତ ଶିଶୁ ସାହିତ୍ୟ

  1. ଆସ ସଙ୍ଗାତ ବଣକୁ ଯିବା (ଗଳ୍ପ)
  2. ଶିକ୍ଷାଦୁନିଆର କଥା ରାଇଜ (ଗଳ୍ପ))
  3. ସୂର୍ଯ୍ୟମୁଖୀ। (ଉପନ୍ୟାସ)
  4. ପଣ୍ଡିତ ନୀଳକଣ୍ଠ (ଜୀବନୀ)
  5. ମୁନା ଡାକ୍ତର (ଉପନ୍ୟାସ)
  6. ଗୀତ କହେ ମିତର କଥା (କବିତା)
  7. ବିଦ୍ୟାସାଗର କାହାଣୀ ମାଳା (ଗଳ୍ପ)
  8. ବଜାରେ ବାଜା ବାଜାବାଲା (କବିତା)
  9. ମାମୁଘର ହେଉ ଯେତେ ଦୂର (କବିତା)
  10. ସାରଜନ୍ଙ୍କ ପ୍ରିୟ ସାଥି ଡିକ୍ (ଗଳ୍ପ)

କବିତା ସଙ୍କଳନ[ସମ୍ପାଦନା]

ଦାଶ ବେନହୁରଙ୍କ ରଚିତ ଶିଶୁ କବିତା ସଙ୍କଳନ:

  1. କୁନାପାଇଁ ଅନାବନା ଗୀତ
  2. ଫରୁଆ ଭିତରେ ଫରୁଆ
  3. ପପଲ ପପଲ ପୁଁ
  4. ଆଇଲା ଆଇଲା ଘିଡିରି ଘାଡୁ
  5. କିଚିରି ମିଚିରି ଗୀତ
  6. ଗୀତ ଫରୁଆ
  7. କୁନି ପାଇଁ କେତେ ଜାତି ଗୀତ
  8. ଆସ ମିତ ଗାଇବା ଗୀତ
  9. ଟୁକୁନିର ଗୀତ ବହି
  10. ଗୀତ ମାନସାଙ୍କ

ଉପନ୍ୟାସ[ସମ୍ପାଦନା]

ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଶିଶୁ ଉପନ୍ୟାସ

୧ ବଣରେ ଲାଗିଛି ନିଆଁ (୧୯୯୩)

୨ ଆଖି ଖୋଲି ଦେଲେ ଆଚାର୍ଯ୍ୟ ବାବୁ ( ୧୯୯୭)

୩ ସଖୀ ପାଇଁ ଆଖି (୨୦୦୩)

୪ ନରକପୁଲୀରେ ନବେ ଦିନ (୨୦୧୬)

ଜୀବନୀ

ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ

୧ ଭକ୍ତକବି ମଧୁସୂଦନ ରାଓ

ଲେଖକ[ସମ୍ପାଦନା]

ଓଡ଼ିଶାର ସ୍ୱନାମଧନ୍ୟ ଶିଶୁ ସାହିତ୍ୟିକ ମାନେ ହେଲେ -

  1. ରାମକୃଷ୍ଣ ନନ୍ଦ
  2. ଜଗନ୍ନାଥ ମହାନ୍ତି
  3. ଦାଶ ବେନହୁର
  4. ଦିଗରାଜ ବ୍ରହ୍ମା
  5. ନନ୍ଦ କିଶୋର ସାମଲ
  6. ବୀରେନ୍ଦ୍ର ସାମନ୍ତରାୟ
  7. ମନୋରମା ବିଶ୍ୱାଳ ମହାପାତ୍ର
  8. ମନୀନ୍ଦ୍ର ମହାନ୍ତି
  9. ଶରତ ନାୟକ
  10. ଉପେନ୍ଦ୍ର ନାୟକ
  11. ରବୀନ୍ଦ୍ର ବିଶ୍ୱାଳ
  12. ପ୍ରଶାନ୍ତ କୁମାର ମଙ୍ଗରାଜ
  13. ରମେଶ ଚନ୍ଦ୍ର ଦାଶ
  14. ବୀରେନ୍ଦ୍ର ମହାନ୍ତି
  15. ହିମାଂଶୁ ଶେଖର ଫଚେସିଂହ

ପତ୍ରପତ୍ରିକା[ସମ୍ପାଦନା]

ଆଧାର[ସମ୍ପାଦନା]

  • Sahoo, Dr. Basanta Kishore Sahoo (1995) Who's who in Odia Children's - Literature, Vol.I&II Mayur Publication and RIOCL, ISBN 81-86040-44-7