ବୃନ୍ଦାବନ ବେହେରା

ଉଇକିପିଡ଼ିଆ‌ରୁ
(Brundaban Beheraରୁ ଲେଉଟି ଆସିଛି)
ବୃନ୍ଦାବନ ବେହେରା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭଜମନ ବେହେରା
ପର ଅଧିକାରୀମହେଶ ସାହୁ
ନିର୍ବାଚନ ମଣ୍ଡଳୀତାଳଚେର
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୫
ପୂର୍ବ ଅଧିକାରୀକୁମାର ଚନ୍ଦ୍ର ବେହେରା
ପର ଅଧିକାରୀଭଜମନ ବେହେରା
ନିର୍ବାଚନ ମଣ୍ଡଳୀତାଳଚେର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-03-13)୧୩ ମାର୍ଚ୍ଚ ୧୯୩୫
ମୃତ୍ୟୁ୧୬ ଜାନୁଆରୀ ୨୦୧୧(2011-01-16) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ, ଜନତା ଦଳ
ଜୀବନ ସାଥୀରଜନୀ ବେହେରା
ବାପା/ବୋଉନକୁଳ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ବୃନ୍ଦାବନ ବେହେରା (୧୩ ମାର୍ଚ୍ଚ ୧୯୩୫ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୃନ୍ଦାବନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ, ୮ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୃନ୍ଦାବନ ବେହେରା ୧୯୩୫ ମସିହାର ମାର୍ଚ୍ଚ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନକୁଳ ବେହେରା ଓ ପତ୍ନୀଙ୍କ ନାମ ରଜନୀ ବେହେରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ତାଳଚେର ଜନ କଂଗ୍ରେସ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ତାଳଚେର ଜନ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ତାଳଚେର ଜନତା
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ତାଳଚେର ଜନତା ପାର୍ଟି
୧୯୯୫ ୨୦୦୦ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ତାଳଚେର ସ୍ୱାଧୀନ

ମୃତ୍ୟୁ[ସମ୍ପାଦନା]

ବୃନ୍ଦାବନ ୨୦୧୧ ମସିହାର ଜାନୁଆରୀ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Shri Brundaban Behera". odishaassembly.nic.in. Odisha Assembly. Retrieved 18 July 2020.
  2. "Brundaban Behera, who was elected five times to the Orissa Assembly, died at his residence in Talcher". The Times of India. Retrieved 24 November 2020.