"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଅଧିକ ତ‌ଥ୍ୟ ଦିଆଗଲା
(→‎ତୃଟିଯୁକ୍ତ ତିଆରି: ଅଧିକ ତ‌ଥ୍ୟ ଦିଆଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । <ref name=EBM2013/> ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । <ref name=LancetEpi2012>{{cite journal|last1=Vos|first1=T|last2=Flaxman|first2=AD|last3=Naghavi|first3=M|last4=Lozano|first4=R|last5=Michaud|first5=C|last6=Ezzati|first6=M|last7=Shibuya|first7=K|last8=Salomon|first8=JA|last9=Abdalla|first9=S|last10=Aboyans|first10=Victor|last11=Abraham|first11=Jerry|last12=Ackerman|first12=Ilana|last13=Aggarwal|first13=Rakesh|last14=Ahn|first14=Stephanie Y|last15=Ali|first15=Mohammed K|last16=Almazroa|first16=Mohammad A|last17=Alvarado|first17=Miriam|last18=Anderson|first18=H Ross|last19=Anderson|first19=Laurie M|last20=Andrews|first20=Kathryn G|last21=Atkinson|first21=Charles|last22=Baddour|first22=Larry M|last23=Bahalim|first23=Adil N|last24=Barker-Collo|first24=Suzanne|last25=Barrero|first25=Lope H|last26=Bartels|first26=David H|last27=Basáñez|first27=Maria-Gloria|last28=Baxter|first28=Amanda|last29=Bell|first29=Michelle L|last30=Benjamin|first30=Emelia J|title=Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010|journal=Lancet|date=Dec 15, 2012|volume=380|issue=9859|pages=2163–96|pmid=23245607|doi=10.1016/S0140-6736(12)61729-2|display-authors=8}}</ref> ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,<ref name=LancetEpi2012/> ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ ।<ref name=EBM2013/> ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।<ref name=Smith2010/> ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।<ref>{{cite web|title=anaemia|url=http://dictionary.reference.com/browse/anaemia|website=Dictionary.com|accessdate=7 July 2014}}</ref> ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । <ref>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2|volume=385|issue=9963|pages=117–71|pmc=4340604}}</ref>
 
== ଚିହ୍ନ ଓ ଲକ୍ଷଣ ==
୧୧,୩୭୭

ଗୋଟି ସମ୍ପାଦନା

ଦିଗବାରେଣି ମେନୁ