ହାଙ୍ଗଳ, ଭାରତୀୟ ରାଜ୍ୟ କର୍ଣାତକ ର ଏକ ଏଇତିହାସିକ ସହର । ଏହା ହୁବଲି-ଧରବାଦ ର 75 କିଲୋମିଟର ଦକ୍ଷିଣ କୁ ରହିଛି । ଏହା ତୁଙ୍ଗଭଦ୍ରା ନଦୀ ର ପଶ୍ଚିମ କୁ 35 କିଲୋମିରତ ଦୂର ରେ ଅବସ୍ଥିତ । ଆରବ ସାଗର ମଧ୍ୟ ଏହା ନିକଟ ରେ ରହିଛି । ଏହା ଏକ କୃଷିପ୍ରଧାନ ଅଞ୍ଚଳ ।
.[୧]
ଏହା ପ୍ରାଚୀନ କଡମ୍ବ ସମ୍ଭ୍ରାଜୀ ର ରାଜଧାନୀ ରହିଥିଲା । 485 ମସିହା ସମୟ ରେ କଡମ୍ବ ସମ୍ଭରଜ୍ୟ ଏକ ବିଶାଳ ରାଜ୍ୟ ଥିଲା । ସେହି ସମୟ ରେ ନିର୍ମିତ ଜୈନ ମନ୍ଦିର ଏଠାରେ ରହିଛି ।
4 2001 ଜନଗଣନା ଅନୁସାରେ ହାଙ୍ଗଳ ର ଜନସଂଖ୍ୟା 25.011 ଥିଲା । ଏହା ମଧ୍ୟ ରୁ 51 % ପୁରୁଷ ରହିଥିବା ବେଳେ 49 % ମହିଳା ଥିଲେ । ଏଠାରେ ସାକ୍ଷ୍ୟରତା ହାର 64 % ଥିଲା ଓ 6 ବର୍ଷ ରୁ କମ ଆବାଦୀ 14 % ରହିଥିଲା । under six years of age.
ଏଠାରେ ଚାଲୁକ୍ୟ ଓ ହୋୟଶାଳା ରାଜବଂଶ ସମୟ ର ଅନେକ ପ୍ରାଚୀନ ମନ୍ଦିର ସମୂହ ରହିଛି ।
ତାରକେଶ୍ଵରୀ ମନ୍ଦିର
ଦୁର୍ଗ ରେ ଥିବା ଜୈନ ମନ୍ଦିର
Photo Gallery
|
-
Hangal Tarakeshwara temple, Karnataka, India

Pillars at the Tarakeshwara temple
-
Domed ceiling in Tarakeshwara temple
-
Domed ceiling in the main hall at Tarateshwara temple
-
Billeshwara temple
-
Kumaraswamy matha
-
Temple at the department of horticulture
-
Entrance to Garbhagudi temple

ପୁନଶ୍ଚ ଦେଖଣା
- Akki Alur
- Kadambas
- Western Chalukyas
- Banavasi
- Halasi
- Kundgol
- Balligavi
- Haveri
- Sagara
|
|
ଆଧାର ସମୂହ
ବାହ୍ୟ ସଂଯୋଗ