ବାରୁଡା

ଉଇକିପିଡ଼ିଆ ରୁ
Jump to navigation Jump to search

ବାରୁଡା ହେଉଛି ଭଞ୍ଜନଗର ଥାନା ଅଧୀନରେ ଥିବା ଏକ ଗାଆଁ , ଭଞ୍ଜନଗର ଠାରୁ ୧୨ କିମି

ବାରୁଡା ହେଉଛି ଏକ ପଞ୍ଚାୟତ, ଭଞ୍ଜନଗର ବ୍ଲକ, ପିନ୍ କୋଡ-୭୬୧୧୩୧

ବାରୁଡା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ

ମାଆ ଲଙ୍କେଶ୍ୱରୀ ମନ୍ଦିର ଓଡ଼ିଶାର ପ୍ରସିଦ୍ଧ ଅଟେ

ହନୁମାନ ମନ୍ଦିର, ଠାକୁରାଣୀ ମନ୍ଦିର,ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଅଛି