Jump to content

ଫସଫେନିଟଏନ

ଉଇକିପିଡ଼ିଆ‌ରୁ
ଫସଫେନିଟଏନ
Clinical data
Trade namesCerebyx, others
SynonymsFosphenytoin sodium[]
AHFS/Drugs.commonograph
MedlinePlusa604036
data
Pregnancy
category
  • US: D (Evidence of risk)
    Routes of
    administration
    Intravenous, intramuscular
    Legal status
    Legal status
    Pharmacokinetic data
    Bioavailability100% (IM)
    Protein binding95–99%
    MetabolismLiver
    Elimination half-life15 minutes to convert to phenytoin
    ExcretionKidney (as phenytoin)
    Identifiers
    • (2,5-Dioxo-4,4-diphenyl-imidazolidin-1-yl)methoxyphosphonic acid
    Chemical and physical data
    FormulaC16H15N2O6P
    Molar mass୩୬୨.୨୮ g·mol−1
    3D model (JSmol)
    • O=C3N(C(=O)C(c1ccccc1)(c2ccccc2)N3)COP(=O)(O)O
    • InChI=1S/C16H15N2O6P/c19-14-16(12-7-3-1-4-8-12,13-9-5-2-6-10-13)17-15(20)18(14)11-24-25(21,22)23/h1-10H,11H2,(H,17,20)(H2,21,22,23) checkY
    • Key:XWLUWCNOOVRFPX-UHFFFAOYSA-N checkY
      (verify)

    ଫସଫେନିଟଏନ (ଇଂରାଜୀ ଭାଷାରେ Fosphenytoin), ଅନ୍ୟମାନଙ୍କ ମଧ୍ୟରେ ସେରେବିକ୍ସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲିପଟିକସର ଚିକିତ୍ସା ଏବଂ ବାତକୁ ରୋକିବା ପାଇଁ ବ୍ୟବହୃତ ହୁଏ । ଫେନିଟଏନ ବଦଳରେ ଏହା ବ୍ୟବହାର କରାଯାଇପାରେ, ଯେଉଁମାନେ ପାଟିରେ ଔଷଧ ଖାଇ ପାରିବେ ନାହିଁ ।[] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଆଖି ଦୋଳନ, ଗଲୁ, ନିଦ୍ରାଳୁ ଭାବ ଏବଂ ଖରାପ ସମନ୍ୱୟ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ଆଞ୍ଜିଓଇଡିମା ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଫେନିଟଏନର ଏକ ପ୍ରୋଡ୍ରଗ (ନିଷ୍କ୍ରିୟ କିନ୍ତୁ ଦେହରେ ସକ୍ରିୟ) ଏବଂ ସୋଡିଅମ୍ ଚ୍ୟାନେଲଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[] []

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫସଫେନିଟଏନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏକ ୭୫୦ ମିଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୪୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୪ ଡଲାର ଅଟେ ।[]

    1. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 332. ISBN 978-0857114105.
    2. 1 2 3 4 5 "Fosphenytoin Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 13 December 2021.
    3. "Fosphenytoin Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 13 December 2021.
    4. "Fosphenytoin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 13 December 2021.