ପୋନାଟିନିବ

ଉଇକିପିଡ଼ିଆ‌ରୁ
ପୋନାଟିନିବ
Clinical data
Pronunciation/pˈnætɪnɪb/ poh-NAT-i-nib
Iclusig: /ˈklsɪɡ/ eye-KLOO-sig
Trade namesIclusig
SynonymsAP24534
AHFS/Drugs.commonograph
MedlinePlusa613029
data
Pregnancy
category
  • AU: D
Routes of
administration
By mouth (tablets)
Legal status
Legal status
Pharmacokinetic data
BioavailabilityUnknown
Protein binding>99% (in vitro)
MetabolismLiver (CYP3A4, 2C8, 2D6, 3A5)
Elimination half-life12–66 hours
ExcretionFeces (87%), urine (5%)[୧]
Identifiers
  • 3-(2-Imidazo[1,2-b]pyridazin-3-ylethynyl)-4-methyl-N-[4-[(4-methylpiperazin-1-yl)methyl]-3-(trifluoromethyl)phenyl]benzamide
Chemical and physical data
FormulaC29H27F3N6O
Molar mass୫୩୨.୫୭ g·mol−1
3D model (JSmol)
  • Cc1ccc(cc1C#Cc2cnc3n2nccc3)C(=O)Nc4ccc(c(c4)C(F)(F)F)CN5CCN(CC5)C
  • InChI=1S/C29H27F3N6O/c1-20-5-6-22(16-21(20)8-10-25-18-33-27-4-3-11-34-38(25)27)28(39)35-24-9-7-23(26(17-24)29(30,31)32)19-37-14-12-36(2)13-15-37/h3-7,9,11,16-18H,12-15,19H2,1-2H3,(H,35,39)
  • Key:PHXJVRSECIGDHY-UHFFFAOYSA-N

ପୋନାଟିନିବ, ଆଇକ୍ଲୁସିଗ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML) ଏବଂ ତୀବ୍ର ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆର (ALL) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଫିଲାଡେଲଫିଆ କ୍ରୋମୋଜୋମ୍ ଯୁକ୍ତାତ୍ମକ (Ph +) ଅଟେ ।[୨] ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଅଗ୍ନାଶୟ ପ୍ରଦାହ, ଜ୍ୱର, ପେଟ ଯନ୍ତ୍ରଣା, ହୃଦଘାତ, ଆଟ୍ରିଆଲ୍ ଫିଇବ୍ରିଲେସନ, କମ୍ ପ୍ଲାଟେଲେଟ୍, ନିମ୍ନ ରକ୍ତ ନିଉଟ୍ରୋଫିଲ୍ ସ୍ତର, ଷ୍ଟ୍ରୋକ, ବୃକ୍‌କ ସମସ୍ୟା ଏବଂ ହୃଦ୍‌ପାତ ହୋଇପାରେ ।[୩] ପ୍ରାୟ ୨୫% ଲୋକଙ୍କର ଧମନୀରେ ଏବଂ ୫% ଲୋକଙ୍କର ଗମ୍ଭୀର ରକ୍ତ ଜମାଟ ବାନ୍ଧିଥାଏ ।[୩] ଏହା ଏକ ଟାଇରୋସିନ୍-କାଇନେଜ ଇନହିବିଟର ଯାହା ବିସିଆର-ଏବିଆଇକୁ (Bcr-Abl) ଅବରୋଧ କରେ ।[୨] [୩]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋନାଟିନିବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ପ୍ରତି ମାସରେ ଏହି ଔଷଧ ପିଛା ପ୍ରାୟ, ୫୧୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୦୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. "Iclusig (ponatinib) Tablets, for Oral Use. Full Prescribing Information". ARIAD Pharmaceuticals, Inc. 26 Landsdowne Street, Cambridge, MA 02139-4234. Archived from the original on 17 October 2018. Retrieved 2 October 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Ponatinib Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2016. Retrieved 28 October 2021.
  3. ୩.୦ ୩.୧ ୩.୨ ୩.୩ "Iclusig". Archived from the original on 13 August 2021. Retrieved 28 October 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1041. ISBN 978-0857114105.
  5. "Iclusig Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 28 October 2021.